ମହିଳା ଟି-୨୦ ବିଶ୍ୱକପ: ସେମିଫାଇନାଲରେ ଟିମ ଇଣ୍ଡିଆ

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ(୨୧.୨.୨୩) :   ମହିଳା ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ଗ୍ରୁପ୍-୨ରୁ ଇଂଲଣ୍ଡ ଦଳ ପରେ ଭାରତ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲକୁ ଉନ୍ନୀତ ହୋଇଛି । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଡକୱର୍ଥ ଲୁଇସ୍ ନିୟମ ବଳରେ ଭାରତ…

Continue Readingମହିଳା ଟି-୨୦ ବିଶ୍ୱକପ: ସେମିଫାଇନାଲରେ ଟିମ ଇଣ୍ଡିଆ