ଉତ୍ତରପ୍ରଦେଶରେ ନିର୍ମାଣ ହେବ କଳକୀ ଧାମ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଉତ୍ତରପ୍ରଦେଶରେ କଳକୀ ଧାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ କଳକୀ ଧାମ ମନ୍ଦିରର ଭୂମିପୂଜନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଉପସ୍ଥିତ ଥିଲେ ।

Continue Readingଉତ୍ତରପ୍ରଦେଶରେ ନିର୍ମାଣ ହେବ କଳକୀ ଧାମ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଟ୍ରକ ବସ ମୁଁହା ମୁହିଁ ୬ ମୃତ

ଲକ୍ଷ୍ନୌ (୩୦.୧୧.୨୨) : ଉତ୍ତରପ୍ରଦେଶର ବାହରାଇଚରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ଯାତ୍ରୀ ବାହୀ ବସ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଛି । ଯାହା ଫଳରେ ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଥିବା…

Continue Readingଟ୍ରକ ବସ ମୁଁହା ମୁହିଁ ୬ ମୃତ

ଭୟଙ୍କର ଅଗ୍ନିକାଣ୍ଡରେ ୩ ପିଲାଙ୍କ ସମତ ୬ ଜଣଙ୍କ ମୃତ୍ୟୁ

ଫିରୋଜାବାଦ (୩୦.୧୧.୨୨) : ଉତ୍ତରପ୍ରଦେଶର ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ । ବିଲଡିଂରେ ନିଆଁଲାଗି ୩ ପିଲାଙ୍କ ଜୀବନ ଯାଇଛି । ଏହା ସହିତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ଆଉ ୩ ଜଣ ଆହତ ହୋଇଛନ୍ତି ।…

Continue Readingଭୟଙ୍କର ଅଗ୍ନିକାଣ୍ଡରେ ୩ ପିଲାଙ୍କ ସମତ ୬ ଜଣଙ୍କ ମୃତ୍ୟୁ

ଡିମ୍ପଲଙ୍କୁ ଟକ୍କର ଦେବେ ରଘୁରାଜ

ଲକ୍ଷ୍ନୌ (୧୫.୧୧.୨୨) : ଉତ୍ତରପ୍ରଦେଶର ମୌନପୁରୀରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ଟକ୍କଟର ଦେବେ ଶିବାଲ ଯାଦବଙ୍କ ଘନିଷ୍ଠ । ଏହି ଆସନ ପାଇଁ ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିଛି । ଏହି ଲୋକସଭା…

Continue Readingଡିମ୍ପଲଙ୍କୁ ଟକ୍କର ଦେବେ ରଘୁରାଜ

ଖଣି ମାଫିଆକୁ ଏନକାଉଣ୍ଟର

  • Post category:ଅପରାଧ
  • Reading time:1 mins read

ଲକ୍ଷ୍ନୌ (୧୫.୧୦.୨୨) : ଧରାପଡିଲା ଖଣି ମାଫିଆ ଜାଫର । ଗତ ୨ ଦିନ ତଳେ ୟୁପି ପୋଲିସ ହାତରୁ ଖସି ଯାଇଥିବା ବେଳେ ଆଜି ଧରା ପଡିଛି । ମୁରଦାବାଦରେ ପୋଲିସର ଏନକାଉଣ୍ଟରରେ ଆହତ ହୋଇଥିବା ଜାଫରକୁ କାବୁ କରି…

Continue Readingଖଣି ମାଫିଆକୁ ଏନକାଉଣ୍ଟର

ଶେଷ ଶଯ୍ୟାରେ ମୁଲାୟମ

ନୂଆଦିଲ୍ଲୀ(୧୦.୧୦.୨୨) : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜ ବାଦୀପାଟିର ପତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କର ପରଲୋକ ହୋଇଛି । ସ୍ୱର୍ଗତ ସିଂହ ଦୀର୍ଘ ଦିନ ଧରି ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହୋଉଥିଲେ । ମାତ୍ର ଡାକ୍ତରୀ ଦଳର ସମସ୍ତ…

Continue Readingଶେଷ ଶଯ୍ୟାରେ ମୁଲାୟମ

ଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ୩ଜଣଙ୍କର ମୃତ୍ୟୁ

ଲକ୍ଷ୍ନୌ (୫.୧୦.୨୨) : ଗ୍ୟାସ ସିଲିଣ୍ଡର ବିସ୍ପୋରଣ ଘଟି ୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗଜିଆବାଦରେ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୨ ଜଣ ଶିଶୁ ଅଛନ୍ତି।…

Continue Readingଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ୩ଜଣଙ୍କର ମୃତ୍ୟୁ

ଟିଭି ଫାଟି ନାବାଳକ ମୃତ

ଗାଜିଆବାଦ (୫.୧୦.୨୨) : ଏଲଇଡି ଟିଭି ଫାଟିବା ଦ୍ୱାରା ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଏହା ସହିତ କାନ୍ଥ ମଧ୍ୟ ଭୁଶୁଡି ପଡିଛି । ଏହି ଘଟଣା ମଙ୍ଗଳବାର ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି । ଏହି ଘଟଣାରେ ନାବଳକର ମା’…

Continue Readingଟିଭି ଫାଟି ନାବାଳକ ମୃତ

ଦଳିତ ଛାତ୍ରକୁ ପିଟି ମାରିଦେଲ ଶିକ୍ଷକ

  • Post category:ଅପରାଧ
  • Reading time:1 mins read

ଲକ୍ଷ୍ନୌ (୨୭.୯.୨୨) : ଭୁଲ ସ୍ପେଲିଂ ପାଇଁ ଗଲା ଜୀବନ । ନିର୍ମମଭାବେ ୧୦ ମ ଶ୍ରେଣୀ ଛାତ୍ରଙ୍କୁ ପିଟିଲେ ଶିକ୍ଷକ । ତେବେ ଶିକ୍ଷକ ମାଡରେ ଗୁରୁତ୍ୱର ହୋଇ ଶେଷରେ ଆଖିବୁଜିଲା ୧୫ ବର୍ଷର ଦଳିତ ଛାତ୍ର । ଏଭଳି…

Continue Readingଦଳିତ ଛାତ୍ରକୁ ପିଟି ମାରିଦେଲ ଶିକ୍ଷକ

ବ୍ୟରିକେଟ୍ ଭାଙ୍ଗି ବୋହି ନେଲେ ୧୩ ଟ୍ରକ୍ ବାଲି

ଲକ୍ଷ୍ନୌ (୫.୯.୨୨) : ଅଖି ଆଗରେ ସବୁ ଘଟୁଥିଲେ ମଧ୍ୟ ଟେଲ ଗେଟ୍ କର୍ମଚାରୀ କିଛି କରିପାରିଲେ ନାହିଁ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶରେ । ବଢିଚାଲିଛି ମାଫିଆଙ୍କ ଉତ୍ପାତ । ଟୋଲ ଗେଟ୍‌ର ବ୍ୟାରିକେଡ ଭାଙ୍ଗି ବୋହି ନେଇ…

Continue Readingବ୍ୟରିକେଟ୍ ଭାଙ୍ଗି ବୋହି ନେଲେ ୧୩ ଟ୍ରକ୍ ବାଲି