ରାଜ୍ୟରେ ପ୍ରଥମ ଥର ପାଇଁ ମୌସୁମୀ ବୈଠକ ଅନୁଷ୍ଠିତ
ଭୁବନେଶ୍ୱରରେ ଦୁଇ ଦିନ ବ୍ୟାପୀ ମୌସୁମୀ ବୈଠକ ଅନୁଷ୍ଠିତ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଭୁବନେଶ୍ୱରରେ ଦୁଇ ଦିନ ବ୍ୟାପୀ ମୌସୁମୀ ବୈଠକ ଅନୁଷ୍ଠିତ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ପୁଣି ବିମାନବନ୍ଦରରୁ ଜବତ ହେଲା ସୁନା। ଆଜି ଭୁବନେଶ୍ୱର ବିମାନବନ୍ଦରରୁ ୨୪ କିଲୋଗ୍ରାମର ସୁନା ଅଳଙ୍କାର ଜବତ କରିଛି ସିଟି ଜିଏସ୍ଟି। ସିକ୍ୟେଲ୍ ଲଜିସ୍ଟିକ ସଂସ୍ଥା ଏହି ସୁନା ଅଳଙ୍କାର ଆଣୁ ଥିବାର ସୂଚନା ରହିଛି।
ବିଏମସି ପକ୍ଷରୁ ଜାରି ହେଲା କଡା ନିୟମ । ରାସ୍ତାକଡ ଜଳଖିଆ ଦୋକାନ ପାଇଁ ବିଏମ୍ସି କଡା ନିୟମ ଆଣିଛି ।
ମସଜିଦରେ ନିର୍ମାଣ କାର୍ଯ୍ୟ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ। ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ମୁଖ୍ୟାଳୟର ଜେଲ୍ ରୋଡରେ ଥିବା ମସଜିଦ ନିର୍ମାଣ କାର୍ଯ୍ୟ ବିରୋଧରେ ହିନ୍ଦୁ ସଂଗଠନ ବିରୋଧ କରୁଛନ୍ତି।
ଆସନ୍ତା ଅକ୍ଟୋବର ୧୧ ତାରିଖରେ ଛତର ଯାତ୍ରା । କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା'ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆସନ୍ତା ଅକ୍ଟୋବର ୧୧ରେ ଅନୁଷ୍ଠିତ ହେଵକାକୁ ଯାଉଛି ।
କଟକ ବିଜୁ ପଟ୍ଟନାୟକ ଛକରେ ସଡକ ଦୁର୍ଘଟଣା। ସାଇକେଲ ଚାଳକ ଏବଂ ଜୋତା ସିଲେଇ କରୁଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଛି ଏକ ପୋଲିସ ଭ୍ୟାନ୍।
ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଆଜି କଟକ ସାଂସଦ ଭର୍ତ୍ତୃହରି ମହତାବ ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ଜୋର୍ ଦେଇଛନ୍ତି ।
ଅବକାରୀ ନୀତିରେ ରାଜ୍ୟ ସରକାର ପରିବର୍ତ୍ତନ। ପୁରୀ ବେଳାଭୂମିରେ ମଦ କ୍ୟାବିନ୍ ଖୋଲିବନି।
ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି। ହରିୟାଣା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ପାଇଁ ଏହା ଏକ ବଡ ଖବର ଅଟେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ମାତ୍ରେ ଆମ୍ ଆଦମୀ ପାର୍ଟିରେ ଖୁସିର ଲହରୀ ଖେଳିଯାଇଛି।
ପୁରୀ ବାର୍ଡ ଫ୍ଲୁକୁ ନେଇ ପୁରୀ ପ୍ରଶାସନର କଟକଣା ଜାରି। ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ ରହିବ ।