ନବୀନ ଓ ପାଣ୍ଡିଆନଙ୍କ ନାଁରେ ଦୁର୍ନୀତି ଅଭିଯୋଗ : ଭିଜିଲାନ୍ସ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ

କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ନବୀନ ଓ ପାଣ୍ଡିଆନଙ୍କ ନାଁ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ଜଣେ ଆଇନଜୀବୀ ଦୁର୍ନୀତି ଅଭିଯୋଗ ଆଣି ଭିଜିଲାନ୍ସ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Continue Readingନବୀନ ଓ ପାଣ୍ଡିଆନଙ୍କ ନାଁରେ ଦୁର୍ନୀତି ଅଭିଯୋଗ : ଭିଜିଲାନ୍ସ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ

ଏହି ୫ଟି ଅଭ୍ୟାସ ଆପଣଙ୍କ ହୃଦୟକୁ କରିଥାଏ ଦୁର୍ବଳ, ଆଜି ହିଁ କରନ୍ତୁ ପରିବର୍ତ୍ତନ

ଏକ ସୁସ୍ଥ ଜୀବନ ବିତେଇବାକୁ ହେଲେ ହୃଦୟକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ । ହୃଦୟ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ ।

Continue Readingଏହି ୫ଟି ଅଭ୍ୟାସ ଆପଣଙ୍କ ହୃଦୟକୁ କରିଥାଏ ଦୁର୍ବଳ, ଆଜି ହିଁ କରନ୍ତୁ ପରିବର୍ତ୍ତନ

ପ୍ରତିଦିନ ଖାଆନ୍ତୁ ଗୋଟିଏ ଲେଖାଏଁ ସେଓ, ଶରୀରକୁ ମିଳିଥାଏ ଏହି ସବୁ ଫାଇଦା…..

ସେଓ ଆମ ସ୍ୱାସ୍ଥ୍ୟ ପାଇଁ ଉପକାର ଅଟେ । କାରଣ ଏଥିରେ ଫାଇଟୋକେମିକାଲ୍ସ ଏକ ସମୃଦ୍ଧ ଉତ୍ସ ଥାଏ ।

Continue Readingପ୍ରତିଦିନ ଖାଆନ୍ତୁ ଗୋଟିଏ ଲେଖାଏଁ ସେଓ, ଶରୀରକୁ ମିଳିଥାଏ ଏହି ସବୁ ଫାଇଦା…..

ମୁହଁରେ ଏହି ୩ଟି ଜିନିଷ କେବେ ବି ଏକା ସଙ୍ଗରେ ବ୍ୟବହାର କରନ୍ତୁ ନାହିଁ, ନଚେତ୍ ଚର୍ମ ସମସ୍ୟାର ହେଇପାରନ୍ତି ସମ୍ମୁଖୀନ ।

ଆଜିକାଲି ସମସ୍ତଙ୍କୁ ସୁନ୍ଦର ଚେହେରା ଦରକାର । ସେଥିପାଇଁ ପ୍ରୟତଃ ସମସ୍ତେ ତାଙ୍କର ମୁହଁ ଓ ଚର୍ମ ପ୍ରତି ଯଥେଷ୍ଟ ଯତ୍ନ ନିଅନ୍ତି ।

Continue Readingମୁହଁରେ ଏହି ୩ଟି ଜିନିଷ କେବେ ବି ଏକା ସଙ୍ଗରେ ବ୍ୟବହାର କରନ୍ତୁ ନାହିଁ, ନଚେତ୍ ଚର୍ମ ସମସ୍ୟାର ହେଇପାରନ୍ତି ସମ୍ମୁଖୀନ ।

ଆପଣ ଜଣନ୍ତି କି ଏକ ମାସ ପର୍ଯ୍ୟନ୍ତ ସକାଳ ଜଳଖିଆ ନକଲେ କ’ଣ ହେବ , ଆସନ୍ତୁ ଜାଣିବା…..

ଆଜିର ବ୍ୟସ୍ତବହୁଳ ଜୀବନରେ ଆମେ ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ ତଥା ଜଳଖିଆ ଖାଇବାକୁ ଅବହେଳା କରିଥାଉ । ଏହି ଅଭ୍ୟାସ ଦୀର୍ଘ ସମୟ ଧରି ରହିବା ଦ୍ୱାରା ପୋଷକ ତତ୍ତ୍ୱର ଅଭାବ ଦେଖାଦେଇଥାଏ ।

Continue Readingଆପଣ ଜଣନ୍ତି କି ଏକ ମାସ ପର୍ଯ୍ୟନ୍ତ ସକାଳ ଜଳଖିଆ ନକଲେ କ’ଣ ହେବ , ଆସନ୍ତୁ ଜାଣିବା…..

ବର୍ଷା ଦିନେ ଚା ସହିତ ଏହି ସବୁ ଜିନିଷ ଖାଉଛନ୍ତି କି ? ତାହାଲେ ହେଇ ଯାଆନ୍ତୁ ସାବଧାନ…..

ଦୈନଦିନ ଜୀବନରେ ପ୍ରାୟତଃ ସମସ୍ତେ ଚା ପାଇବାକୁ ଭଲ ପାଇଥାନ୍ତି । ଖାଲି ସେତିକି ନୁହେଁ ବର୍ଷା ପାଗ ଆସିବା ମାତ୍ରେ ହିଁ ଚା ପାଇବାର ଆନନ୍ଦ ଅନେକ ଗୁଣ ବଢି ଯାଇଥାଏ ।

Continue Readingବର୍ଷା ଦିନେ ଚା ସହିତ ଏହି ସବୁ ଜିନିଷ ଖାଉଛନ୍ତି କି ? ତାହାଲେ ହେଇ ଯାଆନ୍ତୁ ସାବଧାନ…..

ସକାଳୁ ଖାଲି ପେଟରେ ଏହି ରସ ପିଇବା ଉଚିତ୍ । ଆସନ୍ତୁ ଜାଣିବା ଏହି ରସର ଉପକାରିତା……

ଏଏନଏସ : ଟମାଟୋ ହେଉଛି ଏକ ଏମିତି ପରିବା ଯାହା ସାଧାରଣତ ପ୍ରତ୍ୟେକ ଘରେ ପ୍ରତିଦିନ ବ୍ୟବହାର ହୋଇଥାଏ । ଟମାଟୋରେ ମଧ୍ୟ ଅନେକ ପ୍ରକାରର ରେସିପି ପ୍ରସ୍ତୁତ ହୋଇଥାଏ । କେବଳ ଏତିକି ନୁହେଁ , ଆପଣ ଏହାକୁ ଅନେକ ଉପାୟରେ…

Continue Readingସକାଳୁ ଖାଲି ପେଟରେ ଏହି ରସ ପିଇବା ଉଚିତ୍ । ଆସନ୍ତୁ ଜାଣିବା ଏହି ରସର ଉପକାରିତା……

ଖାଲିପେଟରେ ଖାଉଛନ୍ତି କି ପାଉଁରୁଟି, ଦେଖାଦେଇପାରେ ଏହିସବୁ ସମସ୍ୟା?

ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ସାଧାରଣତଃ ସକାଳ ଜଳଖିଆରେ ସମୟ ବଞ୍ଚାଇବା ପାଇଁ ଲୋକେ କିଛି ନା କିଛି ହାଲୁକା ଖାଦ୍ୟ ଖାଇ ଥାଆନ୍ତି। ସକାଳର ସବୁଠାରୁ ସହଜ ଜଳଖିଆରେ ଲୋକମାନେ ବ୍ରେଡ୍ ରେ ତିଆରି ଟୋଷ୍ଟ କିମ୍ବା ସାଣ୍ଡୱିଚ୍ ଭଳି ଜିନିଷ ସାମିଲ କରିଥାନ୍ତି।

Continue Readingଖାଲିପେଟରେ ଖାଉଛନ୍ତି କି ପାଉଁରୁଟି, ଦେଖାଦେଇପାରେ ଏହିସବୁ ସମସ୍ୟା?

ଉଚ୍ଚ ବିପିଠୁ ଆରମ୍ଭ କରି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏହି ମଞ୍ଜି। ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ….

ହି ମଞ୍ଜିରେ ରହିଛି ଅନେକ ଉପକାରିତା । ଏହି ଛୋଟ ଅଣ୍ଡା ଆକୃତିର ମଞ୍ଜି ଗୁଡିକ ଶରୀର ପାଇଁ ବହୁତ ଲାଭଦାୟକ ଅଟେ ।

Continue Readingଉଚ୍ଚ ବିପିଠୁ ଆରମ୍ଭ କରି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏହି ମଞ୍ଜି। ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ….

ଆପଣଙ୍କୁ ଘନ ଓ ଲମ୍ବା କେଶ ଦରକାର କି ? ତାହାଲେ ପ୍ରତିଦିନ ଖାଆନ୍ତୁ ଏହି ସବୁ ଜିନିଷ ।

ସମସ୍ତଙ୍କୁ ଘନ ଓ ଲମ୍ବା କେଶ ପସନ୍ଦ ଥାଏ । ସମସ୍ତେ ଚାହାଁନ୍ତି ଯେ ସେମାନଙ୍କର ମଧ୍ୟ କେଶ ଲମ୍ବା ଏବଂ ମୋଟା ହେଉ ।

Continue Readingଆପଣଙ୍କୁ ଘନ ଓ ଲମ୍ବା କେଶ ଦରକାର କି ? ତାହାଲେ ପ୍ରତିଦିନ ଖାଆନ୍ତୁ ଏହି ସବୁ ଜିନିଷ ।