Sign in
Sign in
Recover your password.
A password will be e-mailed to you.
ଜାଣନ୍ତୁ ଜନ୍ମାଷ୍ଟମୀ ବ୍ରତର ମହତ୍ତ୍ଵବିବାହ ପାଇଁ ଟ୍ରାକ୍ଟରରେ ଆସିଲା ବରଅଧିକା ପାଣି ପିଇବା ମଧ୍ଯ ହୋଇପାରେ ସମସ୍ୟାଭତ୍ତାନେଇ ଫେରୁଥିବାବେଳେ ଚାଳିଗଲା ଜୀବନଆସୁଛି ଆଉ ଏକ ଲଘୁଚାପମୁଣ୍ଡଳୀରେ ଵିପଦ ସଙ୍କେତ ଉପରେ ମହାନଦୀପରିବା ଦର ଆକାଶଛୁଆଁପରିକ୍ରମା ପକ୍ଷରୁ ବର୍ଷା କବିତା ଆସରପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା
Browsing Category
ରାଜନୀତି
ବ୍ରହ୍ମପୁରର ଡେପୁଟି ମେୟର ହେଲେ ଇ. ବିବେକ୍ ରେଡ୍ଡି
ବ୍ରହ୍ମପୁର(ଏଏନଏସ)୦୮/୦୪, ବ୍ରହ୍ମପୁର ମହାନଗର ନିଗମ ଡେପୁଟି ମେୟର ହେଲେ ଇ. ବିବେକ୍ ରେଡ୍ଡି । ସେ ହେଉଛନ୍ତି ବିଜେଡିର ଡେପୁଟି ମେୟର ପ୍ରାର୍ଥୀ । ୪୨ ନଂ ୱାର୍ଡ କର୍ପୋରେଟର ଇ. ବିବେକ୍ ରେଡ୍ଡି ବିଜେପି ପ୍ରାର୍ଥୀ ଡି. କରୁଣାକରଙ୍କୁ ହରାଇ ବିଜୟ ହାସଲ କରିଛନ୍ତି । ୩୪ ଖଣ୍ଡ ଭୋଟ ପାଇ…
କିଏ ହେବେ ଡେପୁଟି ମେୟର? ବ୍ରହ୍ମପୁରରେ ବିବେକ ରେଡ୍ଡି ବନାମ କରୁଣାକର
ବ୍ରହ୍ମପୁର(ଏଏନଏସ)୦୮/୦୪, ଆଜି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ହେବ। ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲହୋଇଥିବାବେଳେ , ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ଦିନ ଗୋଟାଏ ଯାଏ ପ୍ରାର୍ଥୀପତ୍ର ପ୍ରତ୍ୟାହାର…
ସିଏମସିର ମେୟର ଭାବେ ଶପଥ ନେଲେ ସୁବାସ ସିଂହ
କଟକ(ଏଏନଏସ)୦୭/୦୪, କଟକ ମହାନଗର ନିଗମର ନୂତନ ମେୟର ଭାବେ ଶପଥ ନେଲେ ସୁବାସ ସିଂହ । କଟକ ମହାନଗର ନିଗମର ପଞ୍ଚମ ମେୟର ଭାବେ ଆଜି ସୁବାସ ସିଂହ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ସମସ୍ତ କର୍ପୋରେଟର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ସ୍ଥାନୀୟ ସହିଦ ଭବନ ପରିସରରେ ଶପଥଗ୍ରହଣ ସମାରୋହ…
ସିଏମସିର ଡେପୁଟି ମେୟର ହେବେ ଦମୟନ୍ତୀ ମାଝି !
ଭୁବନେଶ୍ୱର(ଏଏନଏସ)୦୭/୦୪, ଆଜି ସାରା ରାଜ୍ୟରେ ମ୍ୟୁନିସିପାଲ କର୍ପୋରେସନ ଗୁଡିକର ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଛି । ମିଳିଥିବା ସୂଚନା ମୁତାବକ କଟକର ଡେପୁଟି ମେୟର ପଦ ପାଇଁ ବିଜେଡି ପ୍ରାର୍ଥୀନୀ ଦମୟନ୍ତୀ ମାଝି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସିଏମସି ଡେପୁଟି ମେୟର…
ଆଜି ପୌରାଞ୍ଚଳ ପାଇଁ ଉପାଧ୍ୟକ୍ଷ ନିର୍ବାଚନ
ଭୁବନେଶ୍ୱର(ଏଏନଏସ)୦୭/୦୪, ଆଜି ୫୮ ଏନଏସି ଓ ୪୭ ପୌର ପରିଷଦର ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ଆଜି ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ଦାଖଲ ସରିଛି । ସେହିପରି ଆଜି ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ନାମାଙ୍କନ ପ୍ରତ୍ୟାହାର…
ବିଜେଡି ଦଖଲକୁ ଗଲା ଧାମନଗର ଏନ୍ଏସି
ଧାମନଗର(ଏଏନଏସ)୦୬/୦୪, ସରିଲା ଧାମନଗର ଭୋଟ ଗଣତି । ବିଜେଡି ଦଖଲକୁ ଗଲା ଧାମନଗର ଏନ୍ଏସି, ସେଠାରେ ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନ୍ଏସିର ୧୧ଟି ୱାର୍ଡରୁ ୯ଟିରେ ବିଜେଡି ଓ ୨ଟି ବିଜେପି ହାତକୁ ଯାଇଛି ।
ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୪…
ଧାମନଗରରେ ଭୋଟ ଗଣତି ଜାରି, ୧୪୪ ଧାରା ଲାଗୁ
ଭଦ୍ରକ(ଏଏନଏସ)୦୬/୦୪, ଗତକାଲି ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ୬ ଟି ୱାର୍ଡରେ ଗତକାଲି ମତଦାନ ଶେଷ ହୋଇଥିବା ବେଳେ ଆଜି ଭୋଟ ଗଣତି ହେଉଛି । ତହସିଲ ଅଫିସ ନିକଟ କଲ୍ୟାଣ ମଣ୍ଡପରେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ୨୦ ଟି ବୁଥର ଚାରୋଟି ଟେବୁଲରେ ଭୋଟ୍ ଗଣନା କରାଯାଉଛି ବୋଲି ସୂଚନା…
ଆଜି ଧାମନଗର ଏନଏସିିର ୬ଟି ବୁଥରେ ପୁନଃ ମତଦାନ
ଭଦ୍ରକ(ଏଏନଏସ)୦୫/୦୪, ଆଜି ଭଦ୍ରକ ଜିଲ୍ଲା ଧାମନଗର ଏନଏସିିର ୬ଟି ବୁଥରେ ପୁନଃ ମତଦାନ ଆରମ୍ଭ । ସକାଳ ୧୦ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ ହେବ । ମାର୍ଚ୍ଚ ୨୪ ତାରିଖ ମତଦାନ ସମୟରେ ହିଂସାକାଣ୍ଡ ଯୋଗୁଁ ଏନଏସି ନିର୍ବାଚନୀ ମତଦାନ ସମ୍ପୁର୍ଣ୍ଣ ଭାବେ ବନ୍ଦ…
ଜୁନରେ ହେବ ସମବାୟ ନିର୍ବାଚନ
ଭୁବନେଶ୍ୱର(ଏଏନଏସ)୦୪/୦୪, ରାଜ୍ୟରେ ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ ଶେଷ ହେବା ପରେ ଏବେ ପ୍ରାଥମିକ ସମବାୟ ସମିତି ସଦସ୍ୟ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜୁନ୍ ମାସ ୧୯ ଓ ୨୬ ତାରିଖରେ ପ୍ରାଥମିକ ସମବାୟ ସୋସାଇଟିରେ ନିର୍ବାଚନ ହେବ |ରାଜ୍ୟ ପ୍ରାଥମିକ ସମବାୟ…
ସରିଲା ବିଧାନସଭା ଅଧିବେଶନ, ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ
ଭୁବନେଶ୍ୱର(ଏଏନଏସ)୩୧/୦୩, ସରିଲା ବିଧାନସଭା ଅଧିବେଶନ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୬ହଜାର ୪୯୮କୋଟି ଟଙ୍କାର ଲେଖାନୁଦାନକୁ ଆଜି ଗୃହର ମଞ୍ଜୁରୀ ମିଳିବା ସହ ବିଧାନସଭାର ୬ ଦିନିଆ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ନିମନ୍ତେ ମୁଲତବୀ ଘୋଷଣା ହୋଇଛି । ଚଳିତ ବିଧାନସଭା ଅଧିବେଶନରେ…