ଗୃହରେ ଷ୍ଟାଡିୟମ୍ ପ୍ରସଙ୍ଗ : ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ କ୍ରୀଡ଼ାମନ୍ତ୍ରୀଙ୍କ ଉତ୍ତର

ଆଜି ଶୃଙ୍ଖଳିତ ଭାବରେ ବିଧାନସଭା ପ୍ରଶ୍ନକାଳ ଚାଲିଛି । ଗୃହରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ ।

Continue Readingଗୃହରେ ଷ୍ଟାଡିୟମ୍ ପ୍ରସଙ୍ଗ : ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ କ୍ରୀଡ଼ାମନ୍ତ୍ରୀଙ୍କ ଉତ୍ତର

ଭାରତକୁ ଚତୁର୍ଥ ସ୍ବର୍ଣ୍ଣ ପଦକ : ହରଭିନ୍ଦର ସିଂହଙ୍କ ଐତିହାସିକ ପଦକ

ଭାରତକୁ ଚତୁର୍ଥ ସ୍ବର୍ଣ୍ଣ ପଦକ। ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ପୁଣି ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି।

Continue Readingଭାରତକୁ ଚତୁର୍ଥ ସ୍ବର୍ଣ୍ଣ ପଦକ : ହରଭିନ୍ଦର ସିଂହଙ୍କ ଐତିହାସିକ ପଦକ

ପୁଣି ଆଉ ୨ ମେଡାଲ : ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି

ଭାରତକୁ ମିଳିଲା ଆଉ ୨ଟି ପଦକ। ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ଆଉ ୨ଟି ପଦକ ହାସଲ କରିଛି।

Continue Readingପୁଣି ଆଉ ୨ ମେଡାଲ : ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି

କ୍ରିକେଟରୁ ଅବସର ନେଲେ ଶିଖର ଧାୱନ : ଭିଡିଓ ସେଆର କରି କହିଲେ ଏମିତି କଥା

୧୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ ଯାତ୍ରାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। କ୍ରିକେଟରୁ ସନ୍ନ୍ୟାସ ନେଲେ ବିଶ୍ବ କ୍ରିକେଟର ଗବ୍ବର ତଥା ଭାରତୀୟ କ୍ରିକେଟ୍‌ ଟିମର ଷ୍ଟାର ଓପନର ଶିଖର ଧଓ୍ବନ।

Continue Readingକ୍ରିକେଟରୁ ଅବସର ନେଲେ ଶିଖର ଧାୱନ : ଭିଡିଓ ସେଆର କରି କହିଲେ ଏମିତି କଥା

ଆଇସିସି ଅଧ୍ୟକ୍ଷ ପଦ ସମ୍ଭାଳିବେ ବିସିସିଆଇ ସଚିବ ଜୟ ଶାହ

  • Post category:କ୍ରୀଡା
  • Reading time:1 mins read

ଖୁବଶୀଘ୍ର ଆଇସିସି ଅଧ୍ୟକ୍ଷ ପଦ ସମ୍ଭାଳିବେ ବିସିସିଆଇ ସଚିବ ଜୟ ଶାହ । ବର୍ତ୍ତମାନ ଏହି ଦାୟିତ୍ୱରେ ଥିବା ଗ୍ରେଗ ବାରକ୍ଲେଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ମାସରେ ଶେଷ ହେବାକୁ ଯାଉଛି ।

Continue Readingଆଇସିସି ଅଧ୍ୟକ୍ଷ ପଦ ସମ୍ଭାଳିବେ ବିସିସିଆଇ ସଚିବ ଜୟ ଶାହ

ପ୍ରମୋଦ ଭଗତ୍ ସସପେଣ୍ଡ : ୧୮ ମାସ ପାଇଁ ନିଲମ୍ବିତ କଲା BWF

  • Post category:କ୍ରୀଡା
  • Reading time:1 mins read

ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ସସପେଣ୍ଡ। ୧୮ ମାସ ପାଇଁ ପ୍ରମୋଦ ଭଗତଙ୍କୁ ସସ୍‌ପେଣ୍ଡ କଲା ବିଶ୍ବ ବ୍ୟାଡ୍‌ମିଣ୍ଟନ ଫେଡେରେସନ।

Continue Readingପ୍ରମୋଦ ଭଗତ୍ ସସପେଣ୍ଡ : ୧୮ ମାସ ପାଇଁ ନିଲମ୍ବିତ କଲା BWF

ପ୍ୟାରିସରେ ରୌପ୍ୟ ଜିତିଲେ ନୀରଜ : ସ୍ବର୍ଣ୍ଣ ଜିତିଲେ ପାକିସ୍ତାନୀ ଖେଳାଳି

ପ୍ୟାରିସ୍‌ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଟୋକିଓ ସ୍ବର୍ଣ୍ଣ ପଦକ ବଜାୟ ରଖିପାରିଲେ ନାହିଁ। କିନ୍ତୁ ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଛନ୍ତି।

Continue Readingପ୍ୟାରିସରେ ରୌପ୍ୟ ଜିତିଲେ ନୀରଜ : ସ୍ବର୍ଣ୍ଣ ଜିତିଲେ ପାକିସ୍ତାନୀ ଖେଳାଳି

କୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍ ଅଯୋଗ୍ୟ ଘୋଷିତ : ଆଜି ରାତିରେ ଫାଇନାଲ୍ ଖେଳିଥାନ୍ତେ ବିନେଶ

ପ୍ୟାରିସ ଅଲମ୍ପିକ୍ସରୁ ଭାରତ ପାଇଁ ଦୁଃଖଦ ଖବର । ଅଧିକ ଓଜନ ହେତୁ ଅଯୋଗ୍ୟ ଘୋଷିତ ହେଲେ କୁସ୍ତି ଯୁଦ୍ଧା ଭିନେଶ ଫୋଗଟ ।

Continue Readingକୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍ ଅଯୋଗ୍ୟ ଘୋଷିତ : ଆଜି ରାତିରେ ଫାଇନାଲ୍ ଖେଳିଥାନ୍ତେ ବିନେଶ

ମେଡାଲ ଜିତି ଦେଶକୁ ଫେରିଲେ ମନୁ ଭାକର : ଦିଲ୍ଲୀ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ

ମେଡାଲ ଜିତି ଦେଶକୁ ଫେରିଲେ ମନୁ ଭାକର । ଭାରତର ଡବଲ୍ ପଦକ ବିଜେତା ସୁଟର ମନୁ ଭାକର ପ୍ୟାରିସ ଅଲମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ ପରେ ଆଜି ଘରକୁ ପେରିଛନ୍ତି ।

Continue Readingମେଡାଲ ଜିତି ଦେଶକୁ ଫେରିଲେ ମନୁ ଭାକର : ଦିଲ୍ଲୀ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ

ଜାଭେଲିନ ଥ୍ରୋରେ ନୀରଜ ଚୋପ୍ରାଙ୍କ ଚମତ୍କାର : ୮୯.୩୪ ମିଟର ଥ୍ରୋ ସହ ଫାଇନାଲରେ ପ୍ରବେଶ

ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋରେ ନୀରଜ ଚୋପ୍ରାଙ୍କ ଚମତ୍କାର। ନିଜର ପ୍ରଥମ ପ୍ରୟାସରେ ଥ୍ରୋ ୮୯.୩୪ ମିଟର ଦୁରକୁ ଫିଙ୍ଗିଛନ୍ତି। 

Continue Readingଜାଭେଲିନ ଥ୍ରୋରେ ନୀରଜ ଚୋପ୍ରାଙ୍କ ଚମତ୍କାର : ୮୯.୩୪ ମିଟର ଥ୍ରୋ ସହ ଫାଇନାଲରେ ପ୍ରବେଶ