Browsing Category

କ୍ରୀଡା

ଟିମ ଇଣ୍ଡିଆକୁ ଝଟକା

ଗୌହାଟୀ (୩୦.୯.୨୨) : ଟି -୨୦ ବିଶ୍ୱକପ ଓ ଦକ୍ଷିଣ ଆଫ୍ରିକା ସିରିଜର ଦ୍ୱିତୀୟ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା । ଆହତ ସମସ୍ୟା ଯୋଗୁଁ ଟିମରୁ ସ୍ପିଡଷ୍ଟାର ଯଶପ୍ରୀତ ବୁମ୍ରା ଦକ୍ଷିଣ ଆଫିକା ବିପକ୍ଷରେ ଶେଷ ଦୁଇ ଟି-୨୦ ମ୍ୟାଚ ଖେଳି ପାରିବେ ନାହିଁ । ସେହିପରି ସେ ଟି -୨୦…

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

ନୂଆଦିଲ୍ଲୀ (୨୯.୯.୨୨) : ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ଟିମ ଇଣ୍ଡିଆ ଅତି ସହଜରେ ୮ ୱିକେଟରେ ଜିତି ନେଇଛି । ଏହି ବିଜୟ ସହ ୩ ଟିକିଆ ଟି-୨୦ ସିରିଜରେ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ଟି-୨୦ ସିରିଜକୁ ଦାଖଲ କରିଥିଲା । ଏବେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ମ୍ୟାଚରେ…

ଟିମକୁ ଫେରିଲେ ଡାଭିଡ ୱାର୍ଣ୍ଣର ଓ ମିଚେଲ ମାର୍ଶ

ମେଲବର୍ଣ୍ଣ(୨୮.୯.୨୨): ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ ପୂର୍ବରୁ ଆହତ ଓ ଅଧିକ ଚାପ ଯୋଗୁଁ ଭାରତ ବିପକ୍ଷରେ ସିରିଜ ଖେଳୁ ନଥିବା ଡାଭିଡ ୱାର୍ଣ୍ଣର ଓ ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶ ଅଷ୍ଟ୍ରେଲିଆ ସ୍କ୍ୱାଡକୁ ଫେରିଛନ୍ତି । ଏଥି ସହ ଆହତ ସମସ୍ୟା ଦେଇ ଗତି କରୁଥିବା ମାର୍କସ ଷ୍ଟୋଇନିସ ଓ ଦ୍ରୃତ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ ଘୋଷଣା

ନୂଆଦିଲ୍ଲୀ(୨୭.୯.୨୨) : ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଭାରତୀୟ ଟିମ ଘୋଷଣା କରିଛି ବିସିସିଆଇ । ହେଲେ ଟିମ ଇଣ୍ଡିଆକୁ ବଡ ଝଟକା ଲାଗିଛି । ଆହତ ଜନିତ ସମସ୍ୟା କାରଣରୁ ଷ୍ଟାର ଖେଳାଳି ଦୀପକ ହୁଡ୍ଡା ଏବଂ ମହମ୍ମଦ ସାମି ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡିଛନ୍ତି ।ହାର୍ଦ୍ଦିକ…

ଦ୍ରାଭିଡ୍‌ଙ୍କୁ ପଛରେ ପକାଇଲେ ବିରାଟ

ହାଇଦ୍ରାବାଦ (୨୬.୯.୨୨) : ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ବିଜୟୀ ପରେ ଷ୍ଟାର ବ୍ୟାଟର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ବିରାଟ ଭାରତର କିମ୍ବଦନ୍ତୀ କ୍ରିକେଟର ତଥା ବର୍ତ୍ତମାନ ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଦ୍ରାଭିଡଙ୍କ ରେକର୍ଡକୁ ପାର କରିଛନ୍ତି । ଏଥିସହ ଅନ୍ତର୍ଜାତୀୟ…

ପୁଣି ଦୂତୀ-ସରସ୍ୱତୀ କଳି

ଭୁବନେଶ୍ୱର(25.09.22): ପୁଣି ଚର୍ଚ୍ଚାରେ ଦୁଇ ଆଥ୍‌ଲେଟ୍‌ ଭଉଣୀଙ୍କ କଳି। ବେଶ୍‌ କିଛି ଦିନର ନିରବତା ପରେ ସୋଶାଲ୍ ମିଡିଆରେ ପରସ୍ପର ବିରୋଧରେ ପୋଷ୍ଟ କରି ବର୍ଷିଛନ୍ତି ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ। ଏପରିକି ଉଭୟ ପରସ୍ପର…

ମ୍ୟାଚ ଜିତାଇଲେ ଫିନିଶର ଦିନେଶ କାର୍ତ୍ତିକ

ନୂଆଦିଲ୍ଲୀ (୨୪.୯.୨୨) : ନାଗପୁର ବିଦର୍ଭ କ୍ରିକେଟ ସଂଘ ଷ୍ଟାଡିୟମରେ ଭାରତ ଅଷ୍ଟ୍ରେଲିଆ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଜବଦସ୍ତ ମ୍ୟାଚ ଦେଖିବାକୁ ମିଳିଛି । ପୁଣିଥରେ ନିଜକୁ ବେଷ୍ଟ ଫିନଶର ବୋଲି ପ୍ରମାଣିତ କରିଛନ୍ତି ଦିନେଶ କାର୍ତ୍ତିକ । ଶେଷ ବଲରେ ଛକ୍କା ଚୌକା ମାରି ମ୍ୟାଚ…

ସଭାପତି ହେଲେ ଦିଲୀପ

ଭୁବନେଶ୍ୱର(୨୩.୯.୨୨) : ହକି ଇଣ୍ଡିଆର ସଭାପତି ହେଲେ ପଦ୍ମଶ୍ରୀ ଦିଲପ ତିର୍କୀ । ନିଦ୍ୱର୍ନ୍ଦ୍ୱରେ ଦିଲପ ତିର୍କୀ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି । ଶୁକ୍ରବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ଅନ୍ୟ କେହି ଏହି ପଦ ପାଇଁ ଆବେଦନ କରିନଥିଲେ । ଫଳରେ ସେ ବିନା କୌଣସି…

ଆଜି ଭାରତ- ଅଷ୍ଟ୍ରେଲିଆ ଦ୍ୱିତୀୟ – ଟି ଟ୍ୱେଣ୍ଟି

ନଗପୁର(୨୩.୯.୨୨) : ଶୁକ୍ରବାର ନାଗପୁରରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି –ଟ୍ୱେଣ୍ଟି । ଘରୋଇ ପିଚରେ ପ୍ରଥମ ଟି-ଟ୍ୱେଣ୍ଟି ହାରିଥିବା ଟିମ ଇଣ୍ଡିଆ ପାଇଁ ଏହି ମ୍ୟାଚ ବେଶ ଚ୍ୟାଲେଞ୍ଜ ପୂର୍ଣ୍ଣ ହେବ । ତେବେ ସଂନ୍ଧ୍ୟା ୭ଟାରେ ଏହି ମ୍ୟାଚ ଖେଳାଯିବ । ଏବେ ସୁଦ୍ଧା ୩ଟିକିଆ ସିରିଜରେ ୧-୦ରେ…

ସଚିନଙ୍କ ରୋଷେଇ ପଦର୍ଶନ

ନୂଆଦିଲ୍ଲୀ (୨୨.୯.୨୨): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ସେ ବହୁତ ଆକ୍ଟିଭ । ତେବେ ସେ ତାଙ୍କର ଫ୍ୟାନ ମାନଙ୍କ ପାଇଁ ସବୁବେଳେ କିଛି ନା କିିଛି ଫଟୋ ଭିଡିଓ ସେୟାର କରନ୍ତି । ଏବେ ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ରୋଷେଇ…