Sign in
Sign in
Recover your password.
A password will be e-mailed to you.
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ
Browsing Category
ବାଣିଜ୍ୟ
ବଢିଲା ରେପୋରେଟ
ନୂଆଦିଲ୍ଲୀ(୭.୧୨.୨୨) : ବଢିଲା ରେପୋ ରେଟ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋରେଟ ୩୫ ବେସିସ ପଏଣ୍ଟ ବୃଦ୍ଧି କରିଛି । ଫଳରେ ମହଙ୍ଗା ହେବ ଋଣ । ଆରବିଆଇ ପକ୍ଷରୁ ରେପୋ ରେଟ୍ ୦.୩୫% ବୃଦ୍ଧି କରାଯାଇଛି । ବର୍ତ୍ତମାନ ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତିକୁ…
ଜୀବନ ପ୍ରତି ବିପଦ ଥିବା କହିଲେ ମସ୍କ
ନୂଆଦିଲ୍ଲୀ (୫.୧୨.୨୨) : ଟ୍ୱିଟର ନୂତନ ମାଲିକ ହେବା ପରଠାରୁ ଏଲନ ମସ୍କ ପ୍ରତି ଦିନ ଚର୍ଚ୍ଚାରେ । କେତେ ବେଳେ ନିଜର ନିଷ୍ପତି କାରଣରୁ ତ କେତେବେଳେ ନିଜର ବୟାନ କାରଣରୁ ସଭିଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି । ତାଙ୍କର ସଦ୍ୟତମ ବୟାନ ଚକିତ କରି ଦେବା ଭଳି ରହିଛି। ଶନିବାର ଟ୍ଵିଟ୍ କରି ସେ…
ସୁନ୍ଦର ପିଚାଇ ପଦ୍ମ ଭୂଷଣରେ ସମ୍ମାନୀତ
ନୂଆଦିଲ୍ଲୀ (୩.୧୨.୨୨) : ପଦ୍ମ ଭୂଷଣରେ ସମ୍ମାନୀତ ହେଲେ ଗୁଗଲ ଓ ଅଲଫାବେଟ ସିଇଓ ସୁନ୍ଦର ପିଚାଇ । ବାଣିଜ୍ୟ ଓ ଶିଳ୍ପ ବର୍ଗରେ ସୁନ୍ଦର ପିଚାଇଙ୍କୁ ୨୦୨୨ ବର୍ଷ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ମଦୁରାଇ ଜନ୍ମିତ ପିଚାଇ ପରିବାରର ଘନିଷ୍ଠ ସଦସ୍ୟଙ୍କ ଗହଣରେ ଶୁକ୍ରବାର ଦିନ ସାନ…
ଗ୍ରୁପ୍ କଲ୍ ପାଇଁ ଏବେ କରିପାରିବେ ଲିଙ୍କ୍ ସେୟାର
ନୂଆଦିଲ୍ଲୀ ୨୪/୧୧, ହ୍ଵାଟ୍ସଆପ୍ ନିଜର ୟୁଜର୍ସଙ୍କୁ ବହୁତ ଖାସ୍ ଫିଲ୍ କରାଇବା ପାଇଁ ସବୁବେଳେ ନୂଆ ନୂଆ ଫିଚର ଲଞ୍ଚ୍ କରୁଛି। ଫିଚର୍ସ ଗୁଡିକୁ ଲଗାତର ଭାବେ ପରିବର୍ତ୍ତନ ମଧ୍ୟ କରୁଛି ହ୍ଵାଟ୍ସଆପ୍। ତେବେ ଏହାରି ଭିତରେ ହ୍ଵାଟ୍ସଆପ୍ ଏକ ଏପରି ଫିଚର ଲଞ୍ଚ୍ କରିଛି ଯାହାଦ୍ୱାରା…
ଟ୍ୱିଟରରେ ପୁଣି ଏକ ନୂଆ ଯୋଜନା
ନୂଆଦିଲ୍ଲୀ (୨୨.୧୧.୨୨) : ଟ୍ୱିଟରରେ ବ୍ଲୁଟିକ୍କୁ ନେଇ ପୁଣି ଏକ ନୂଆ ଯୋଜନା ଦେଖବାକୁ ମିଳିଛି । ଏ ନେଇ ଘୋଷଣା କରିଛନ୍ତି ଟ୍ୱିଟର ନୂଆ ମାଲିକ ଏଲନ ମସ୍କ । ବର୍ତ୍ତମାନ ଏହି ବ୍ଲୁ ଟିକ୍ ସ୍କିମ ବନ୍ଦ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଟ୍ୱିଟରରେ ଫେକ୍ ଆକାଉଣ୍ଟ ସମସ୍ୟା ସମାଧାନ…
ନୂଆ ପଲିସି ଘୋଷଣା କଲେ ଏଲନ ମସ୍କ
ନୂଆଦିଲ୍ଲୀ (୧୯.୧୧.୨୨) : ଏଲନ ମସ୍କ ଟ୍ୱିଟରକୁ କିଣିବା ପରେ ଗୋଟିଏ ପରେ ଗୋଟିଏ ବଡ ନିଷ୍ପତି ନେଉଛନ୍ତି । ଏବେ ଟ୍ୱିଟର ନୂଆ ପଲିସି ଘୋଷଣା କରିଛନ୍ତି ଏଲନ ମସ୍କ । ଟ୍ୱିଟର୍ର ମାଲିକାନା ନେବା ପରେ ଏହାକୁ ନୂଆ ରୂପ ଦେବାକୁ ସେ ପ୍ରୟାସ କରୁଛନ୍ତି।ନିଜେ ଏଲନ୍ ମସ୍କ ଟ୍ୱିଟ୍ କରି ଏ ନେଇ…
ମହାକାଶକୁ ଇଶ୍ରୋ ପଠାଇଲା ପ୍ରଥମ ଘରୋଇ ରକେଟ
ନୂଆଦିଲ୍ଲୀ (୧୮.୧୧.୨୨) : ଇଶ୍ରୋ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ ।ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍ର ସଫଳତାର ସହ ଉତକ୍ଷେପଣ ହୋଇଛି। ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍ର ସଫଳତାର ସହ ଉତକ୍ଷେପଣ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରୁ ଏହି ରକେଟ…
ଟ୍ୱିଟରୁ ଇସ୍ତଫା ଦେଲେ ଶତାଧିକ କର୍ମଚାରୀ
ନୂଆଦିଲ୍ଲୀ (୧୮.୧୧.୨୨) : ମହଙ୍ଗା ପଡିଲା କଠୋର ଆଭିମୁଖ୍ୟ । ନୂଆ ବସ ଏଲନ ମସ୍କ କଠୋର ନୀତି ଆପଣେଇବା ନେଇ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଥମ କେତେକ କର୍ମଚାରୀଙ୍କୁ ଛଟେଇ କରିବା ପରେ ଏଲନ ମସ୍କ ଅଧିକ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଅତ୍ୟଧିକ…
ଟ୍ୱିଟର ଓ ମେଟା ପରେ ଏବେ ଆମାଜନର ପାଳି
ନୂଆଦିଲ୍ଲୀ (୧୫.୧୧.୨୨) : ଟ୍ୱିଟର ଓ ମେଟା ଏବେ ଅନଲାଇନ୍ ମାର୍କେଟିଂ କମ୍ପାନୀ ଆମାଜନର ପାଳି । ଏବେ ଆମାଜନ ମଧ୍ୟ କଷ୍ଟ କଟିଂ ତାଲିକାରେ ସାମିଲ ହୋଇଛି । ନିଜର ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବାକୁ ଯୋଜନା କରିଛି । ପାଖା ପାଖି ୧୦ ହଜାର କର୍ମଚାରୀଙ୍କୁ କରିବାକୁ ନିଷ୍ପତି…
ଟ୍ୱିଟରୁ ବିଦା ହେଲେ ଆହୁରି ୪୪୦୦ କର୍ମଚାରୀ
ନୂଆଦିଲ୍ଲୀ (୧୪.୧୧.୨୨) : ପୁଣି ଥରେ ଝଟକା ଦେଲେ ଏଲନ ମସ୍କ । ଟ୍ୱିଟରକୁ ନିଜ କଣ୍ଟ୍ରୋଲକୁ ନେବା ପରେ ଏଲନ ମସ୍କ ଲଗାତାର ଅପ୍ରତ୍ୟାଶିତ ଭାବେ ପଦକ୍ଷପ ନେଇ ଚାଲିଛି । ଫଳରେ ହଜାର ହଜାର ସଂଖ୍ୟକ କର୍ମଚାରୀଙ୍କୁ ନିଜର ଚାକିରି ହରାଇବାକୁ ପଡିଛି । ଟ୍ୱିଟରରେ ୫୦ ପ୍ରତିଶକ ୱାର୍କ ଫୋର୍ସ…