ପରଲୋକରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା

ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ। ଗତ କିଛି ଦିନ ହେଲା ସେ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ଓଡ଼ିଆ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Continue Readingପରଲୋକରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା

କଂଗ୍ରେସରେ ସାମିଲ ହେଲେ ଅଭିନେତା ମନୋଜ ମିଶ୍ର

କଂଗ୍ରେସରେ ଯୋଗ ଦେଇଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମନୋଜ ମିଶ୍ର। ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଡ ଅଜୟ କୁମାରଙ୍କ ଉପସ୍ଥିତିରେ ସେ କଂଗ୍ରେସ ଭବନରେ ହାତ ଧରିଛନ୍ତି। ପଶ୍ଚିମ ଓଡ଼ିଶାରେ କଂଗ୍ରେସର ଟାଣୁଆ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ମନୋଜ ମିଶ୍ର।

Continue Readingକଂଗ୍ରେସରେ ସାମିଲ ହେଲେ ଅଭିନେତା ମନୋଜ ମିଶ୍ର

ଛାତିରେ ଯନ୍ତ୍ରଣା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ 

ବଲିଉଡ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି। ଛାତିରେ ଯନ୍ତ୍ରଣା ହେବାରୁ ମିଥୁନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Continue Readingଛାତିରେ ଯନ୍ତ୍ରଣା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ 

ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କଲେ ବିଗ୍ ବି 

ଅଯୋଧ୍ୟାରେ ପହଞ୍ଚିଛନ୍ତି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ। ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବା ସହିତ ଏକ ଅଳଙ୍କାର ଶୋ’ରୁମର ଉଦଘାଟନ କରିବେ ବିଗ୍ ବି ଅମିତାଭ ବଚ୍ଚନ। ଏଥିସହ ଅଯୋଧ୍ୟା କମିଶନରଙ୍କୁ ମଧ୍ୟ ଭେଟିବେ ବିଗ୍ ବି।

Continue Readingଅଯୋଧ୍ୟାରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କଲେ ବିଗ୍ ବି 

ରିଲିଜ ହେଲା ୱେବ ସିରିଜ ‘ହୀରାମଣ୍ଡି’ର ଟିଜର, ଦେଖନ୍ତୁ ଭିଡିଓ 

ସଞ୍ଜୟ ଲୀଲା ଭନସାଲୀଙ୍କ ବହୁ ପ୍ରତୀକ୍ଷିତ ୱେବ ସିରିଜ ‘ହୀରାମଣ୍ଡି’ ର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି | ପ୍ରଶଂସକମାନେ ଦୀର୍ଘ ସମୟ ଧରି ପ୍ରଥମ ଲୁକ୍ ପାଇଁ ଅପେକ୍ଷା କରିଥିଲେ ଏବଂ ଆଜି ସେମାନଙ୍କର ଅପେକ୍ଷା ଶେଷ ହୋଇଛି |…

Continue Readingରିଲିଜ ହେଲା ୱେବ ସିରିଜ ‘ହୀରାମଣ୍ଡି’ର ଟିଜର, ଦେଖନ୍ତୁ ଭିଡିଓ 

ବହୁତ ଜଲଦି ପ୍ରେକ୍ଷାଳୟକୁ ଆସିବ ଫିଲ୍ମ ‘ପୁଷ୍ପା ୨’, ଘୋଷଣା ହେଲା ରିଲିଜ୍ ତାରିଖ 

ସାରା ଦେଶରେ ଆଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ପୁଷ୍ପା ୨ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଦର୍ଶକ। ଏନେଇ ଫିଲ୍ମର ନିର୍ମାତା ଫିଲ୍ମ ସିକ୍ୱେଲର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ଏବଂ ଏହି ଚଳଚ୍ଚିତ୍ର ଆଗାମୀ ୨୦୦ ଦିନ ମଧ୍ୟରେ ପ୍ରେକ୍ଷାଳୟକୁ ଆସିବ ବୋଲି ଜଣାପଡିଛି ।

Continue Readingବହୁତ ଜଲଦି ପ୍ରେକ୍ଷାଳୟକୁ ଆସିବ ଫିଲ୍ମ ‘ପୁଷ୍ପା ୨’, ଘୋଷଣା ହେଲା ରିଲିଜ୍ ତାରିଖ 

ଫିଲ୍ମଫେୟାର ଆୱାର୍ଡ ୨୦୨୪: ଜାଣନ୍ତୁ ବିଜେତାଙ୍କ ଲିଷ୍ଟ

ଘୋଷଣା କରାଯାଇଛି ୬୯ ତମ ଫିଲ୍ମଫେୟାର ଆୱାର୍ଡ। 'ଆନିମାଲ' ପାଇଁ ରଣବୀର କପୁର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ, ଆଲିଆ ଭଟ୍ଟଙ୍କୁ 'ରକି ଅର ରାନୀ କି ପ୍ରେମ କାହାଣି' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ମିଳିଛି।

Continue Readingଫିଲ୍ମଫେୟାର ଆୱାର୍ଡ ୨୦୨୪: ଜାଣନ୍ତୁ ବିଜେତାଙ୍କ ଲିଷ୍ଟ

ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ଫାଇଟର୍’ ରିଲିଜ୍, ଦେଖନ୍ତୁ କ’ଣ ପ୍ରତିକ୍ରିୟା ଦେଲେ ଦର୍ଶକ  

ବହୁ ପ୍ରତିକ୍ଷୀତ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ 'ଫାଇଟର୍' ଆଜି ଦେଶର ବିଭିନ୍ନ ସିନେମା ହଲରେ ରିଲିଜ୍ ହୋଇଯାଇଛି। ଆକ୍ସନରେ ଭରପୁର ଏହି ଫିଲ୍ମକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି। ଫିଲ୍ମରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଯୋଡିକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

Continue Readingସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ଫାଇଟର୍’ ରିଲିଜ୍, ଦେଖନ୍ତୁ କ’ଣ ପ୍ରତିକ୍ରିୟା ଦେଲେ ଦର୍ଶକ  

ଅସ୍ତ୍ରୋପଚାର ପରେ ପତ୍ନୀଙ୍କ ସହ ଘରକୁ ଫେରିଲେ ସୈଫ୍, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ  

ଅସ୍ତ୍ରୋପଚାର ପରେ ଘରକୁ ଫେରିଲେ ବଲିଉଡର ଲୋକପ୍ରିୟ ଅଭିନେତା ସୈଫ୍ ଅଲି ଖାନ୍। ଗତକାଲି ଅଭିନେତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଖବର ମିଳିଥିଲା।

Continue Readingଅସ୍ତ୍ରୋପଚାର ପରେ ପତ୍ନୀଙ୍କ ସହ ଘରକୁ ଫେରିଲେ ସୈଫ୍, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ  

ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠାରେ ସାମିଲ ହେଲେ ବଲିଉଡ କଳାକାର 

ସୋମବାର ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସହ ବିରାଜିଛନ୍ତି ପ୍ରଭୁ ରାମଲାଲା । ଅପୂର୍ବ ବିଗ୍ରହ ଦର୍ଶନ କରି ବିମୋହିତ ହୋଇଛନ୍ତି ଶ୍ରଦ୍ଧାଳୁ । ଦେଶ ବିଦେଶରୁ ନିମନ୍ତ୍ରିତ ଅତିଥି ଅଯୋଧ୍ୟାରେ ପହଁଚି ପ୍ରାଣପ୍ରତିଷ୍ଠା ଉତ୍ସବରେ ମଧ୍ୟ ସାମିଲ ହୋଇଛନ୍ତି । 

Continue Readingଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠାରେ ସାମିଲ ହେଲେ ବଲିଉଡ କଳାକାର