Sign in
Sign in
Recover your password.
A password will be e-mailed to you.
ଅଜବ ମନ୍ଦିର : ଯେଉଁଠାରେ କୁକୁରମାନଙ୍କ ନାମକରଣ କରାଯାଏଡାର୍କ ଚକଲେଟ ହୋଇପାରେ ଘାତକକଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ ପଥରଗାତରେ ପଡି ଶିଶୁ କନ୍ୟା ମୃତଯୁବକ ଙ୍କୁ ବିଭତ୍ସ ହତ୍ୟାNEWS SUPERFAST [email protected]ଝିଅଙ୍କୁ ଦେଖି ଚେତାଶୂନ୍ୟ ହେଲେ ଛାତ୍ରଅର୍ଚ୍ଚନା ନାଗ ମାମଲା : କୋର୍ଟରେ ଚାର୍ଜସିଟ ଦାଖଲ କରିବ କମିଶନରେଟ ପୋଲିସ୨୪ ଫେବ୍ରୃଆରୀରେ ବିଧାନସଭାରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀଦନ୍ତାର ମୃତଦେହ ଠାବ
Browsing Category
ମନୋରଞ୍ଜନ
‘ପଠାନ’ ଟ୍ରେଲର ରିଲିଜ
ମୁମ୍ବାଇ(୧୦.୦୧.୨୩) : ଶେଷରେ ରିଲିଜ ହେଲା ବିବାଦରେ ଫସିଥିବା କିଙ୍ଗ ଖାନଙ୍କ ଫିଲ୍ମ ‘ପଠାନ’ର ଟ୍ରେଲର ।‘ବେଶରମ୍ ରଙ୍ଗ’ ଗୀତରେ ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନଙ୍କ ଗେରୁଆ ରଙ୍ଗର ବିକିନି ପାଇଁ ଆରମ୍ଭ ହୋଇଥିଲା ଝଡ଼ । ଏହି ଗୀତକୁ ଫିଲ୍ମରୁ ହଟାଇବାକୁ ଦାବି ହେଉଥିବା ବେଳେ ଇତି…
‘ଅଲୀବାବା’ ଶୋ’ରେ ନିର୍ମାତା ନେଲେ ବଡ ନିଷ୍ପତି
ଏଏନଏସ୍(୬.୦୧.୨୩) :ଟିଭି ସିରିଏଲ୍ ‘ଅଲୀବାବା: ଦାସ୍ତାଁ-ଏ-କାବୁଲ’ର ଲିଡ୍ ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁ ପରେ ପୁଣିଥରେ ଶୋ’ର ପ୍ରସାରଣ ଆରମ୍ଭ ହୋଇଛି। ଏହି ସିରିଏଲରେ ତୁନିଷା ଶହଜାଦୀ ‘ମରିୟମ୍’ର ଚରିତ୍ର ନିଭାଉଥିଲେ ଏବଂ ଶିଜାନ ଖାନ ‘ଅଲୀ ବାବା’ର ଚରିତ୍ରରେ ନଜର…
ଫେବୃଆରୀରେ ବାହା ହେବେ କିଆରା-ସିଦ୍ଧାର୍ଥ
ମୁମ୍ବାଇ(୩୧.୧୨.୨୨) : ବି ଟାଉନ୍ର ଟୁ ବିୟୁ ଟିଫୁଲ ରୋଜେସ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହ ତାରିଖ ସ୍ଥିର ହୋଇଛି। କିଆରା ନିଜ ଲଙ୍ଗ ଟାଇମ୍ ବୟଫ୍ରେଣ୍ଡ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଜୀବନ ସାଥୀ କରିବେ। ଆସନ୍ତାବର୍ଷ ଫେବୃଆରୀ ୬ରେ ଉଭୟ ବିବାହ…
ସୁଶାନ୍ତ ସିଂ ହତ୍ୟା ମାମଲା ; ରିୟା ଚକ୍ରବର୍ତ୍ତୀଙ୍କ ନୂଆ ପୋଷ୍ଟ
ନୂଆଦିଲ୍ଲୀ ୨୮/୧୨, ବଲିଉଡ ଅଭିନେତା ସ୍ୱର୍ଗତ ସୁଶାନ୍ତସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି । ବଲିଉଡର ଉଦୀୟମାନ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି । କୁପର ହସ୍ପିଟାଲର ଅଟୋପ୍ସି ଷ୍ଟାଫ୍ ଏହି ଖୁଲାସା କରିଛନ୍ତି । ଏହି ଚାଞ୍ଚଲ୍ୟକର ଦାବି ପରେ କ୍ରିପ୍ଟିକ୍…
ସୁଶାନ୍ତଙ୍କୁ କରାଯାଇଥିଲା ହତ୍ୟା
ମୁମ୍ବାଇ(୨୭.୧୨.୨୨) : ମୃତ୍ୟୁର ଅଢେଇ ବର୍ଷ ପରେ ପୁଣି ଚର୍ଚ୍ଚାରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ଯାହାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ହଟଚମଟ ସୃଷ୍ଟି ହୋଇଥିଲା, ଏବେ ପୁଣି ଆରମ୍ଭ ହୋଇଛି ବିତର୍କ । ଏହି ବତର୍କର ମୂଳରେ ରହିଛନ୍ତି ସୁଶାନ୍ତ ମୃତଦେହ…
୭୨ ଘଣ୍ଟାରେ ୩୫ ହଜାର କୋଟି ପାର କଲା ‘ଅବତାର ୨’
ହଲିଉଡ୍ ଫିଲ୍ମ ‘ଅବତାର ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରିବାରେ ଲାଗିଛି । ଫିଲ୍ମ ୧୩ ବର୍ଷ ଧରି ଫ୍ୟାନମାନେ ଅପେକ୍ଷା କରି ରହିଥିଲେ । ୨୦୦୯ରେ ଏହାର ପ୍ରଥମ ଭାଗ ରିଲିଜ୍ ହୋଇଥିଲା । ଏବେ ଏହାର ୨ୟ ପାର୍ଟ ରିଲିଜ ହୋଇଛି । ପ୍ରଥମ ଦିନରେ ଭାରତରେ ମଧ୍ୟ ଏହା ବଡ ଓପନିଂ କରିଥିଲା । ତାହା ଛଡା…
ସରଗରମ କୌଶଳ ପିନ୍ଧିଲେ ମିସେସ୍ ୱାଲ୍ଡ ମୁକୁଟ
ମୁମ୍ବାଇ(୧୯.୧୨.୨୨) : ମିସେସ ୱାଲ୍ଡ ମୁକୁଟ ପିନ୍ଧିଲେ ସମଗମ କୌଶଲ । ଲସ ଭେଗସରେ ଚାଲିଥିବା ଗାଲା ଇଭେଣ୍ଟରେ ସେ ଏହି ମୁକୁଟର ଅଧିକାରୀ ହୋଇଛନ୍ତି । ୨୧ ବର୍ଷ ପରେ ଭାରତକୁ ମିଳିଛି ଏହି ଟାଇଟଲ । ୬୩ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସେସ୍ ଓ୍ଵାଲ୍ଡ ହୋଇଛନ୍ତି ସରଗମ । ତାଙ୍କ…
ହଲିଉଡ ଅଭିନେତା ତଥା ଡ୍ୟାନ୍ସର ଷ୍ଟିଫେନ ବସ୍ଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ(୧୭.୧୨.୨୨) :ଦି ଏଲିନ ଡି ଜନସ ଏବଂ ଶୋ ୟୁ ଥିଙ୍କ ୟୁ କ୍ୟାନ୍ ଡ୍ୟାନ୍ସ ଭଳି ଲୋକପ୍ରିୟ ଶୋରେ ଅଭିନୟ କରିଥିବା ଷ୍ଟିଫେନ ବସ୍ ଆତ୍ମହତ୍ୟା କରିଛନ୍ତି। ଡିସେମ୍ବର ୧୩ ତାରିଖର ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପତ୍ନୀ କହିଛନ୍ତି । ଷ୍ଟିଫେନଙ୍କ ମୃତ୍ୟୁରେ…
ବରବେଶରେ ସଜେଇ ହେଲେ ଅନୁଭବ
ବାରିପଦା(ଏଏନଏସ)୧୬/୧୨, ବରବେଶରେ ସଜେଇ ହେଲେ ଅନୁଭବ । ସାମ୍ନାକୁ ଆସିଛି ଅନୁଭବଙ୍କ ବରବେଶ ପଛର ସତ । ଅନୁଭବଙ୍କ ଆଗାମୀ ଫିଲ୍ମ ପାଇଁ ଚାଲିଥିବା ସୁଟିଂ ବେଳେ ବରବେଶରେ ନଜର ଆସିଛନ୍ତି ଅନୁଭବ ମହାନ୍ତି । ସୂଚନା ଅନୁସାରେ ବାରିପଦାର ଏକ ମଣ୍ଡପରେ ଫିଲ୍ମ ସୁଟିଂ ଚାଲିଥିଲା । ଏହି ଫିଲ୍ମ…
ବିଶିଷ୍ଠ ତବଲା ବାଦକ ଉମେଶ କରଙ୍କ ମୃତ୍ୟୁ
ଭୁବନେଶ୍ୱର(୯.୧୨.୨୨) : ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ କରଙ୍କ ମୃତ୍ୟୁ ଘଟିଛି । ଗତକାଲି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାଃସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ପଣ୍ଡିତ ଉମେଶ କର ହୃଦଘାତରେ ପ୍ରାଣ ହରାଇଥିବା ତାଙ୍କ ପରିବାର…