Sign in
Sign in
Recover your password.
A password will be e-mailed to you.
ଅଜବ ମନ୍ଦିର : ଯେଉଁଠାରେ କୁକୁରମାନଙ୍କ ନାମକରଣ କରାଯାଏଡାର୍କ ଚକଲେଟ ହୋଇପାରେ ଘାତକକଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ ପଥରଗାତରେ ପଡି ଶିଶୁ କନ୍ୟା ମୃତଯୁବକ ଙ୍କୁ ବିଭତ୍ସ ହତ୍ୟାNEWS SUPERFAST [email protected]ଝିଅଙ୍କୁ ଦେଖି ଚେତାଶୂନ୍ୟ ହେଲେ ଛାତ୍ରଅର୍ଚ୍ଚନା ନାଗ ମାମଲା : କୋର୍ଟରେ ଚାର୍ଜସିଟ ଦାଖଲ କରିବ କମିଶନରେଟ ପୋଲିସ୨୪ ଫେବ୍ରୃଆରୀରେ ବିଧାନସଭାରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀଦନ୍ତାର ମୃତଦେହ ଠାବ
Browsing Category
ସ୍ୱାସ୍ଥ୍ୟ
ଚର୍ମକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବା ଆବଶ୍ୟକ
ମଣିଷ ସବୁ ବେଳେ ନିଜ ପାଇଁ ଏବଂ ନିଜ ସ୍ୱାସ୍ଥ୍ୟ ପାଇଁ ସଜାଗ ରହିବା ଉଚିତ । କିନ୍ତୁ ଆଜିର ଏହି ବ୍ୟସ୍ତ ବହୁଳତା ଭିତରେ ଶରୀର ପ୍ରତି ସେତେ ମାତ୍ରାରେ ଧ୍ୟାନ ଦେଉନି ମଣିଷ । ସେଥିପାଇଁ ରୋଗର ମାତ୍ରା ବଢିବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ଚର୍ମକୁ ସୁସ୍ଥ ରଖିବା ପାଇଁ ଆପଣ କ’ଣ ଖାଇବା…
ଦାଢି -ନିଶ ରଖିଥିବା ବ୍ୟକ୍ତିଙ୍କୁ କ୍ୟାନସର ହେବା ଆଶଙ୍କା କମ
ବର୍ତ୍ତମାନ ସମୟରେ ପ୍ରଦୂଷଣ ସ୍ତର ବହୁତ ମାତ୍ରାରେ ବଢ଼ିଚାଲିଛି। ଏହି କାରଣରୁ ରୋଗ ହେବା ସହିତ ପ୍ରଦୂଷଣ ତ୍ୱଚାକୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ ଏବଂ କ୍ଷତି କରିଥାଏ। ଖାସ୍ କରି ଏହା ସେହି ବ୍ୟକ୍ତିଙ୍କୁ ଅଧିକ କ୍ଷତି ପହଁଚାଇଥାଏ ଯେଉଁମାନେ ବାଇକ୍ ଚଲାଉଛନ୍ତି। ଏହି କାରଣରୁ…
ପିଜା –ବର୍ଗର ଖାଉଥିଲେ ସାବଧାନ
ଆଜିକାଲି ଯୁବପିଢି ମାନଙ୍କର ପ୍ରଥମ ପସନ୍ଦ ହେଉଛି ଫାଷ୍ଟଫୁଡ ଖାଇବା । ପିଜ୍ଜା, ବର୍ଗର, ଫ୍ରେଞ୍ଚ ଫ୍ରାଏ, ବିସ୍କୁଟ, କୋଲ୍ଡଡ୍ରିଙ୍କ ଆଦି ବିଭିନ୍ନ ପ୍ରକାର ଖାଦ୍ୟ । ଏହା ଛଡା ଏବେ ବୟସ୍କ ଲୋକ ମଧ୍ୟ ଏହାପ୍ରତି ଅଧିକ ଆକୃଷ୍ଟ ହୋଇଛନ୍ତି । ଯଦି ଆପଣ ଅଧିକ ପରିମାଣର ଫାଷ୍ଟଫୁଡ ଖାଉଛନ୍ତି…
ସବୁଜ ଟମାଟୋର ଉପକାରିତା
ଲାଲ ଟମାଟୋକୁ ଆମେ ରୋଷେଇ ଘରେ ବ୍ୟବହାର କରିଥାଉ । ଏହା ଏକ ଘରୋଇ ରେସିପି ହେଉ କିମ୍ବା ବଜାରରେ ଫାଷ୍ଟଫୁଡ୍, ଏହା ବିନା ଖାଇବା ପ୍ରସ୍ତୁତ କରିବା ଅସମ୍ପୂର୍ଣ୍ଣ ମନେହୁଏ। ଲାଲ୍ ଟମାଟୋକୁ ସୁପ୍ ଏବଂ ସସ୍ ରେ ମଧ୍ୟ ବ୍ୟବହାର କରାଯା। କିନ୍ତୁ ଆପଣ କେବେ ସବୁଜ ଟମାଟୋ ଖାଇଛନ୍ତି ? ଯଦି ଆପଣ…
କିପରି ବଢାଇବେ ଶରୀରରେ ଅକ୍ସିଜେନ
ଇର୍ତ୍ତମାନ ବାୟୁ ପ୍ରଦ୍ୟୁଷଣ ବଢିବାରେ ଲାଗିଛି । ଯେଉଁଥି ପାଇଁ ଲୋକମାନଙ୍କ ହୃଦୟ ଏବଂ ଫୁସଫୁସ ଉପରେ ଖରାପ ପ୍ରଭାବ ଦେଖିବାକୁ ମିଳୁଛି । ଲୋକମାନେ ବିଷାକ୍ତ ପବନ ଗ୍ରହଣ କରୁଥିବାରୁ ତାଙ୍କ ପାଖରେ ଅକ୍ସିଜେନ୍ର ଅଭାବ ଦେଖା ଦେଇଥାଏ । ଏହି ଅକ୍ସିଜେନ ଅଭାବରୁ ଶ୍ୱାସ ନେବାରେ ଅସୁବିଧା…
ଚୁଟି ଷ୍ଟ୍ରେଟ୍ କରୁଥିଲେ ସାବଧାନ
ଯୁବତୀ ଓ ମହିଳାମାନେ ଚୁଟି ଷ୍ଟ୍ରେଟ୍ କରିବା ବର୍ତ୍ତମାନ ଏକ ଅଭ୍ୟାସରେ ପରିଣତ ହେଲାଣି। ଛୋଟରୁ ବଡ, ଚୁଟି ଷ୍ଟ୍ରେଟ୍ କରିବା ସମସ୍ତଙ୍କ ପାଲଟିଗଲାଣି ସଉକ। ଘରେ ଘରେ କିଏ ନା କିଏ ନିଜ ଚୁଟି ସିଧା କରିବା ସହ ନୂଆ ଲୁକ୍ ଦେଉଛନ୍ତି। କହିବାକୁ ଗଲେ, ଷ୍ଟ୍ରେଟ୍ ଚୁଟି ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ…
ଷ୍ଟିମ ନେବାର ଫାଇଦା କ’ଣ
ଆଜି ଆମେ ଜାଣିବା ମୁହଁରେ ବାଷ୍ପ ନେବାର ଫାଇଦା । ଆପଣ ଦେଖିଥିବେ ଅନେକ ଲୋକ ମୁହଁରେ ଟାୱଲ ପକାଇ ବାସ୍ଫ ନିଅନ୍ତି । ତେବେ ଏହା କରିବା ପଛର କାରଣ କ’ଣ ଜାଣିବା ।
ତେବେ ନିୟମିତ ଭାବରେ ଆପଣ ମୁହଁରେ ବାମ୍ଫ ନେବା ବେଳେ ଆପଣଙ୍କ ସ୍କିନର ପୋଲ୍ସ ଖୋଲିଯାଇଥାଏ । ଏହା ଫଳରେ ଆପଣଙ୍କ…
ଧଳା କେଶକୁ କଳା କରିବା ପାଇଁ ରଙ୍ଗର ଆବଶ୍ୟକତା ନାହିଁ
ଆମର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାବରେ ଆମର ଖାଦ୍ୟ ଉପରେ ନିର୍ଭର କରେ , ଆଜି କାଲି ଲୋକମାନେ ଜଙ୍କ ଫୁଡ ଖାଇବାକୁ ପସନ୍ଦ କରନ୍ତି କାରଣ ସେମାନେ ସୁସ୍ଥ ଖାଦ୍ୟ ବିରକ୍ତିକର ମନେ କରନ୍ତି ।
ଏଭଳି ପରିସ୍ଥତିରେ କେଶ ଝଡବା ସ୍ୱାଭାବିକ ଏବଂ କେଶ ସମ୍ବନ୍ଧୀୟ ସମସ୍ୟା ଏକ ସାଧାରଣ କଥା ହୋଇ…
ଲେମ୍ବୁ ପାଣି ପିଇବାର ନିୟମ
ଲେମ୍ବୁ ପାଣିକୁ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ପିଇବା ଦ୍ୱାରା ଏହା ଆମ ଶରୀରକୁ ଲାଭ ପହଞ୍ଚାଇବା ବଦଳରେ କ୍ଷତି ପହଞ୍ଚାଇଥାଏ। ଯେକୌଣସି ଜିନିଷର ଅତ୍ୟଧିକ ବ୍ୟବହାର କ୍ଷତିକାରକ ହୋଇଥାଏ। ସାଧାରଣତଃ ଲେମ୍ବୁ ପାଣି ପିଇବା ଅଧିକାଂଶଙ୍କୁ ଭଲ ଲାଗେ। ସ୍ୱାସ୍ଥ୍ୟ ପାଇଁ ଏହା କେତେ ଲାଭଦାୟକ…
ଉପବାସରେ ଦିନ ସାରା ସକ୍ରିୟ ରହିବା ପାଇଁ କ’ଣ କରିବେ
ଉପବାସରେ ଶକ୍ତି କମିଯାଏ ଯାହା ଦ୍ୱାରା ଆପଣଙ୍କୁ କିଛି ପାନୀୟ ଗ୍ରହଣ କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ନବରାତ୍ରରେ କ’ଣ ପାନୀୟ ପିିବା ଆବଶ୍ୟକ । ଅନେକ ଲୋକ ୯ ଦିନ ଉପବାସ କରନ୍ତି । ଯେଉଁଥିରେ ମାତ୍ର ଅଳ୍ପପ୍ରକାର ଜିନିଷ ଖାଇବାକୁ ଅନୁମତି ମିଳିଥାଏ । ଯେପରି ମଇଦା, ସାଗୁ, ଫଳ…