Browsing Category

ଅପରାଧ

ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କୁ ହତ୍ୟା ଅଭିଯୋଗ

ପୁରୀ(ଏଏନଏସ)୦୮/୦୪, ପୁରୀ ସମୁଦ୍ରକୂଳ ଅଞ୍ଚଳରେ ଥିବା ଏକ ହୋଟେଲରେ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ମୃତକ ପର୍ଯ୍ୟଟକ ଜଣକ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ବୋଲି ଜଣାପଡିଛି। ରୁମ୍ ବାହାରେ ପଡିଥିବା ରକ୍ତ ଛିଟା ଦେଖିବାକୁ ପାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ହୋଟଲରେ…

କୃଷି ଉପକରଣ ସବସିଡି ନାଁରେ ୬.୮୧ କୋଟି ଠକେଇ, ୨ ଭାଇ ଗିରଫ

ଭୁବନେଶ୍ୱର(ଏଏନଏସ)୦୭/୦୪, କୃଷି ଉପକରଣ ସବସିଡ ବାବଦ ୬ କୋଟି ୮୧ ଲକ୍ଷ ଠକେଇ ହୋଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ୨ ଭାଇ ଗିରଫ ହୋଇଛନ୍ତି । ଖବର ଅନୁଯାୟୀ, ଏହି ୨ ଭାଇଜଗତସିଂହପୁର ତାରଡ଼ପଡ଼ାରେ ଶିତଳ ଆଗ୍ରୋ ଇନପିଟ୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ କମ୍ପାନୀ ଖୋଲି ଚାଷୀ ଓ…

ଡିଲ ବେଳେ ମାଡି ବସିଲା ବନବିଭାଗ, ୭ ଗିରଫ

ମୟୁରଭଞ୍ଜ(ଏଏନଏସ)୦୭/୦୪, ମୟୁରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସଷ୍ଟାଣ୍ଡ ଠାରେ ବାଘ ଛାଲ ଡିଲ ବେଳେ ମାଡିବସିଲା ପୋଲିସ । ଘଟଣାରେ ସଂପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୨ ଜଣ ଯଶୀପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୫ ଜଣ କେନ୍ଦୁଝର ଜିଲ୍ଲାର ବୋଲି…

କବାଟ ତାଡି ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ

ଗଞ୍ଜାମ(ଏଏନଏସ)୦୭/୦୪, ରାଜ୍ୟରେ ଦିନକୁ ଦିନ ଲୁଟେରାଙ୍କ ରାଜ ବଢ଼ିବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ଲେଙ୍କାଖାଲି ଗାଁରୁ ଦୁଇ ଜଣଙ୍କ ଘରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଘର କବାଟ ଭାଙ୍ଗି ସୁନା ଅଳଙ୍କାର ଲୁଟିନେଲେ ଲୁଟେରା । ସୁନା ରୁପା ଅଳଙ୍କାର ସହ ନଗଦ ଟଙ୍କା…

ନୟାଗଡ଼ରୁ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଧଳାଜହର ଜବତ

ନୟାଗଡ଼(ଏଏନଏସ)୦୭/୦୪, ରାଜ୍ୟରେ ଥମୁନି ବ୍ରାଉନସୁଗାର କାରବାର । ନୟାଗଡ଼ ଫତେଗଡ଼ ଭାପୁର ନିକଟରୁ ବିପୁଳ ପରିମାଣର ଧଳାଜହର ଜବତ ହୋଇଛି । ସେଠାରୁ ପ୍ରାୟ ୫ କୋଟି ୮୦ ଲକ୍ଷ ଟଙ୍କର ବ୍ରାଉନସୁଗାର ଜବତ କରିଛି ଏସଟିଏଫ । ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ,…

ରିମାଣ୍ଡରେ ଯିବେ ନକଲି ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ

ଭୁବନେଶ୍ୱର(ଏଏନଏସ)୦୭/୦୪, ରିମାଣ୍ଡରେ ଯିବେ ରମେଶଙ୍କ ଦ୍ୱିତୀୟ ପତ୍ନୀ । ନକଲି ଡାକ୍ତର ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ରିମାଣ୍ଡରେ ଯିବାକୁ ଅନୁମତି ଦେଲେ ଭୁବନେଶ୍ୱର SDJM କୋର୍ଟ । ୭ ଦିନ ରିମାଣ୍ଡ ପାଇଁ ଆବେଦନ ହୋଇଥିବା ବେଳେ କୋର୍ଟ ୫…

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା; ଜଣେ ସନ୍ଦିଗ୍ଧ ଅଟକ

ପୁରୀ(ଏଏନଏସ)୦୬/୦୪, ମହାପ୍ରଭୁଙ୍କ ରୋଷଘର ଚୁଲି ଭାଙ୍ଗିଥିବା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ଖୋଜାଖୋଜି ଆରମ୍ଭ, ବିଭିନ୍ନ ସାହିଗଳି ଓ ରେଳଷ୍ଟେସନ,ବସଷ୍ଟାଣ୍ଡରେ ପଚରା ଉଚରା ଜାରି ରଖିଛି ପୋଲିସ | ତେବେ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ | ଉକ୍ତ ଵ୍ୟକ୍ତିକୁ ପୁରୀ ଖୋର୍ଦ୍ଧା…

କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର(ଏଏନଏସ)୦୫/୦୪, କମିଶନରେଟ୍ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ । ୪ ଲୁଟେରାଙ୍କ ସମେତ ଜଣେ ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ। ବ୍ୟବସାୟୀ ଜଣଙ୍କ ଲୁଟେରାଙ୍କ ଠାରୁ ଚୋରି ସାମଗ୍ରୀ କିଣୁଥିଲେ। ଏନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।ସୂଚନାନୁଯାୟୀ, ଏହି ଲୁଟେରା ଗ୍ୟାଙ୍ଗ୍…

ଜାଲ ସାର୍ଟିଫିକେଟ ଦେଇ ବିଜେବିରେ ଆଡ଼ମିଶନ !

ଭୁବନେଶ୍ୱର(ଏଏନଏସ)୦୫/୦୪, ଜାଲ୍ ସାର୍ଟିଫିକେଟ ଦେଇ ବିଜେବି କଲେଜରେ ଆଡମିଶନ । ଗତ ତିନି ବର୍ଷ ମଧ୍ୟରେ ରେ ୮ ଛାତ୍ରଛାତ୍ରୀ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି । ଏନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଚନ୍ତି ବିଜେବି କଲେଜ କର୍ତ୍ତୃପକ୍ଷ…

ଟ୍ରକରୁ ୫୪ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ(ଏଏନଏସ)୦୫/୦୪, ଲମତାପୁଟ ପୋଲିସକୁ ବଡ ସଫଳତା । ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ । ସେଠାରୁ ପ୍ରାୟ ୧୮ଟି ଗଞ୍ଜେଇ ବସ୍ତା ଜବତ ହୋଇଛି । ଘଟଣାରେ ଗଞ୍ଜେଇ ମାଫିଆକୁ ଗିରଫ କରିଛି ପୋଲିସ । ସୂଚନାଅନୁସାରେ, ଗଞ୍ଜେଇ ଚୋରାଚାଲାଣ ହେଉଥିବାନେଇ କୌଣସି…