Sign in
Sign in
Recover your password.
A password will be e-mailed to you.
ଅଜବ ମନ୍ଦିର : ଯେଉଁଠାରେ କୁକୁରମାନଙ୍କ ନାମକରଣ କରାଯାଏଡାର୍କ ଚକଲେଟ ହୋଇପାରେ ଘାତକକଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ ପଥରଗାତରେ ପଡି ଶିଶୁ କନ୍ୟା ମୃତଯୁବକ ଙ୍କୁ ବିଭତ୍ସ ହତ୍ୟାNEWS SUPERFAST [email protected]ଝିଅଙ୍କୁ ଦେଖି ଚେତାଶୂନ୍ୟ ହେଲେ ଛାତ୍ରଅର୍ଚ୍ଚନା ନାଗ ମାମଲା : କୋର୍ଟରେ ଚାର୍ଜସିଟ ଦାଖଲ କରିବ କମିଶନରେଟ ପୋଲିସ୨୪ ଫେବ୍ରୃଆରୀରେ ବିଧାନସଭାରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀଦନ୍ତାର ମୃତଦେହ ଠାବ
Browsing Category
ସ୍ପେଶାଲ୍
ବିଛଣାରେ ବସି ଖାଉଥିଲେ ହୁଅନ୍ତୁ ସାବଧାନ
ଆମମାନଙ୍କ ମଧ୍ୟରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅନେକ ସମୟରେ ବିଛଣା ଉପରେ ଖାଇଥାନ୍ତି । ସମୋନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କର ଏହା ଏକ ଅଭ୍ୟାସରେ ମଧ୍ୟ ପରିଣତ ହୋଇଯାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ବିଛଣା ଉପରେ ଖାଇବା ଦ୍ୱାରା ଆମର କଣ କ୍ଷତି ହୋଇଥାଏ । ତେବେ ଶାସ୍ତ୍ର…
ପଥର ଦେଇ କିଣିପାରିବେ ମୂଲ୍ୟବାନ ଜିନିଷ
ଯେକୌଣସି ଜିନିଷ କିଣିବା ଏବଂ ବିକିବା ପାଇଁ କାହିଁ କେଉଁ ଶତାବ୍ଦୀ ପୂର୍ବରୁ ଟଙ୍କା ପଇସାର କାରବାର ଆରମ୍ଭ ହୋଇଥିଲା। ଆଜିକା ଦୁନିଆର ପ୍ରାୟ ପ୍ରତ୍ୟେକ ଦେଶର ନିଜସ୍ୱ ମୁଦ୍ରା ଅଛି । ଏକବିଂଶ ଶତାବ୍ଦୀରେ ବିଶ୍ବ କେଉଁଠାରୁ କେଉଁଠି ଯାଇ ପହଞ୍ଚିସାରିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…
ଜାଣନ୍ତୁ ଆଲମାରୀରେ ବାହାରେ ଦର୍ପଣ ରଖିବା ଉଚିତ୍ କି ନୁହେଁ
ଆଜିକାଲି ଲୋକମାନେ ବିଳାସପୂର୍ଣ୍ଣ ଜୀବନ ଅତିକ୍ରମ କରିବା ପାଇଁ ଘରକୁ ଅନେକ ପ୍ରକାର ଜିନିଷରେ ସଜାଉଛନ୍ତି । କହିବାକୁ ଗଲେ ପ୍ରାୟତଃ ଆଲମାରୀ ସାମ୍ନାରେ ଦର୍ପଣ ରହିଥାଏ । ଯାହା ସାମ୍ନାରେ ଠିଆ ହୋଇ ଲୋକେ ସଜବାଜ ହୋଇଥାନ୍ତି । ହେଲେ ବାସ୍ତୁଶାସ୍ତ୍ର ଅନୁସାରେ ଆଲମାରୀ ସାମ୍ନାରେ ଦର୍ପଣ…
CCTV ରେ ଭୂତ
ଭୂତକୁ ସାଧାରଣତଃ ଆମେମାନେ ଫିଲ୍ମରେ ଦେଖିଥାଉ । କିନ୍ତୁ ଆଲିଗଡରୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯେଉଁ ଭିଡିଓରେ ଏକ ଭୂତକୁକୁ ଦେଖିବାକୁ ମିଳୁଛି । ସେପଟେ ସୋସିଆଲ ମିଡିଆର ୟୁଜରମାନେ କହୁଛନ୍ତି ଯେ ଭୂତ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି, ଯାହାକୁ ଦେଖିବା…
ଭାରତରେ ସବୁଠାରୁ ସ୍ଲୋ ଚାଲୁଥିବା ଟ୍ରେନ୍
ଆଜିର ବ୍ୟସ୍ତବହୁଳ ଯୁଗରେ ଯେଉଁଠି ଦୁନିଆ ଦିନକୁ ଦିନ ପରିବର୍ତ୍ତନ ହେଉଛି ଏବଂ ପ୍ରତି କାମ ବହୁତ ଜଲଦି ହୋଇପାରୁଛି। ସେହିପରି ରେଳ ବି ତାର କ୍ଷୀପ୍ର ଗତିକୁ ମଧ୍ୟ ଆଗକୁ ବଢ଼ାଇ ଚାଲିଛି। ଭାରତରେ ଅନେକ ରେଲେଓ୍ଵ ପ୍ରୋଜେକ୍ଟ ରହିଛି, ଯାହା ନିଜର ସ୍ପିଡ୍କୁ ଆହୁରି ଦୃତ କରିବାକୁ କାମ…
ଏହି ଦିନରେ ଘରେ ବନାନ୍ତୁନି ରୁଟି
ଏକାଦଶୀରେ ଅକ୍ଷତ ଅର୍ଥାତ୍ ଚାଉଳରେ କୌଣସି ଜିନିଷ ପ୍ରସ୍ତୁତ ନକରିବାର ଶାସ୍ତ୍ରୀୟ ନିୟମ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। କିନ୍ତୁ ଆପଣ ଜାଣନ୍ତି କି, ଏପରି ପାଞ୍ଚଟି ଦିନ ଅଛି ଯେଉଁଥିରେ ଆମେ ଭୁଲରେ ମଧ୍ୟ ଘରେ ରୁଟି ତିଆରି କରିବା ଉଚିତ୍ ନୁହେଁ । ଏପରି ଯଦି କରାନଯାଏ, ତେବେ ଧନ ଏବଂ…
ମାଟି ପରିବର୍ତ୍ତନ ହୁଏ ଧନରେ
ଧନବାନ ହେବା ପାଇଁ ଆମେ ମାତା ଲକ୍ଷ୍ମୀଙ୍କ ପୂଜା କରିଥାଉ। ବିଶେଷ କରି ଗୁୁରୁବାର ଓ ଶୁକ୍ରବାର ମାତାଙ୍କର ପୂଜା ବେଶି ଶୁଭ ମନାଯାଏ। ତେବେ ଧନ, ସୁଖ ଓ ସମୃଦ୍ଧିି ପାଇଁ ଆପଣ ମାତା ଲକ୍ଷ୍ମୀଙ୍କ ସହିତ କୁବେର ଦେବଙ୍କ ପୂଜା ମଧ୍ୟ କରିପାରିବେ। ଆପଣ ଜାଣିରଖନ୍ତୁ ଯେ କୁବେର ଦେବଙ୍କ ବିନା ମାତା…
କରନ୍ତୁ ଏହି କାମ ଦାମ୍ପତ୍ୟ ଜୀବନରେ ଆସିବନି ଦୂରତା
ମହାନ ଅର୍ଥନୀତିଜ୍ଞ ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ଅନେକ ଉପାୟ କହିଛନ୍ତି । ଏଥିସହ, ସେ ତାଙ୍କ ନୀତିରେ ପୁରୁଷ ଏବଂ ମହିଳାଙ୍କ ସମ୍ବନ୍ଧରେ ଅନେକ ନୀତି କହିଛନ୍ତି, ଯାହା ପ୍ରତିଦିନ କରିବା ଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ଦୂରତା…
ମନ୍ଦିରରେ ବର୍ଷ ବର୍ଷ ଧରି ପୂଜା ହୋଇଆସୁଛି ବିଲେଇ
ଭାରତ ଧାର୍ମିକ ଆସ୍ଥାର ଦେଶ। ଏଠାରେ ଗଛ ଲତା ଠାରୁ ନେଇ ପାହାଡ ନଦୀ ଏବଂ ଅନ୍ୟାନ୍ୟ ଜିନିଷର ପୂଜା କରାଯାଏ, ଯାହା ମଣିଷ ଜୀବନ ସହ ଯୋଡି ରହିଥାଏ। ଏଠାରେ ଲୋକମାନେ ନିଜ ଇଶ୍ୱରଙ୍କ ସହିତ ତାଙ୍କର ବାହନର ବି ପୂଜା କରନ୍ତି। ଯେମିତି ଭଗବାନ ଗଣେଶଙ୍କ ବାହନ ମୂଷା। ଆପଣ ଅନେକ ଜାଗାରେ ଦେଖିଥିବେ…
ବିବାହିତ ମହିଳାମାନେ କାହିଁକି ଲଗାନ୍ତି ସିନ୍ଦୁର
ହିନ୍ଦୁ ଧର୍ମରେ ବିବାହର ରିତିନିତି ଠାରୁ ଆରମ୍ଭ କରି ମହିଳା ସଧବା ଥିବା ପର୍ଯ୍ୟନ୍ତ ସେମାନଙ୍କ ପାଇଁ ଶୃଙ୍ଗାରର ବିଶେଷ ମହତ୍ତ୍ୱ ରହିଥାଏ । ହିନ୍ଦୁ ଧର୍ମରେ ମହିଳାଙ୍କ ୧୬ ଟି ଶୃଙ୍ଗାର ବିଷୟରେ କୁହାଯାଇଛି, ଯାହା କି ବିବାହ ପରେ ମହିଳାମାନଙ୍କ ଦ୍ୱାରା କରାଯାଇଥାଏ । ଏହି ଶୃଙ୍ଗାରଗୁଡ଼ିକ…