Sign in
Sign in
Recover your password.
A password will be e-mailed to you.
ଚାକିରି ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହିସବୁ ଉପାୟଏମାର ମଠ ପରିସରରୁ ବାହାରିଲା ଭଗ୍ନ ମୂର୍ତ୍ତିଦୁର୍ଘଟଣା ପରେ ଟ୍ରକରେ ଫସିଥିଲେ ଡ଼୍ରାଇଭରରାସ୍ତା କଡରେ ମୃତଦେହନବ ନିର୍ମିତ ଶିବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋସ୍ଚବ ପାଳିତକେନ୍ଦ୍ରମନ୍ତ୍ରୀ ଙ୍କ ଉପରେ ଛାତ୍ର କଂଗ୍ରେସର କାଳି ମାଡ଼ପୁଣି ଆସୁଛି କାଳବୈଶାଖୀଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍ଚଳଚଞ୍ଚଳ ରଥ ଖଳା, ମା’ ଚର୍ଚ୍ଚିକାଙ୍କ ନିକଟରେ ସିଂଗଡା ବାଡ଼ିଆ କାର୍ଯ୍ୟ ଆରମ୍ଭସରପଞ୍ଚଙ୍କୁ ଜିଆରଏସଙ୍କ ମାଡ଼ ମାରିବା ଅଭିଯୋଗରେ ଥାନରେ ଏତାଲା
Browsing Category
ଜୀବନଶୈଳୀ
ଆମ୍ବ ଖାଇବା ପୂର୍ବରୁ କରନ୍ତୁ ଏହି ଉପାୟ ଶରୀରକୁ ରୋଗ ଠାରୁ ରକ୍ଷା କରନ୍ତୁ
କିଛି ଲୋକଙ୍କୁ ଖରାଦିନ ପସନ୍ଦ ହୋଇନଥାଏ । କାରଣ ବଢୁଥିବା ତାପମାତ୍ରା ଯୋଗୁ ବଞ୍ଚିବା କଷ୍ଟକର ହୋଇଥାଏ । କିନ୍ତୁ ଏପରିକିଛି ସୌକିନ ମଣିଷ ଅଛନ୍ତି ଯିଏ ଏହି ଋତୁକୁ ଅପେକ୍ଷା କରିବସିଥାଆନ୍ତି । କାରଣ ଏହି ଦିନେ ଏମାନେ -ଆମ୍ବ ଖାଇବାର ମଜାଉଠାଇ ପାରିବେ । କିନ୍ତୁ ଆମ୍ବ ଖାଇବାରେ ସାବଧାନତା…
ତରଭୂଜ ଆଣିବ ତ୍ୱଚାରେ ଚମକ
ସମସ୍ତେ ଚାହାନ୍ତି ନିଜ ତ୍ୱଚାକୁ ସୁନ୍ଦର କରିବା ପାଇଁ । କିନ୍ତୁ ବଦଳୁଥିବା ଜୀବନଶୈଳୀ ଓ ଖାଦ୍ୟ ପେୟର ଅସ୍ଥିରତା ହେତୁ ବହୁତ ଗୁଡିଏ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏହାର ପ୍ରଭାବ ତ୍ୱଚା ଉପରେ ମଧ୍ୟ ପଡିଥାଏ । ଯାହାଦ୍ୱାରା ତ୍ୱଚାର ଚମକ ଗାଏବ୍ ହୋଇଯାଇଥାଏ । କିନ୍ତୁ କ’ଣ ଆପଣ…
ଶରୀର ପାଇଁ ଦଲିଆର ଉପକାରୀତା
କୋଲେଷ୍ଟ୍ରଲ କଣ୍ଟ୍ରୋଲ କରିବାରେ ଦଲିଆ ବହୁତ ସହାୟକ ହୋଇଥାଏ । କିନ୍ତୁ ଏହାକୁ ଜଳଖିଆ ରୂପେ ଗ୍ରହଣ କରିବା ସମୟରେ ଏଥିରେ ଡାଲଚିନି,ବ୍ଲୁବେରୀ, ଅଖରୋଟ ସାମିଲ କଲେ ଆପଣଙ୍କୁ ବହୁ ଫାଇଦା ମିଳିଥାଏ । କୋଲେଷ୍ଟ୍ରଲ କଣ୍ଟ୍ରୋଲ କରିବାରେ ଦଲିଆ ବହୁତ ସହାୟକ ହୋଇଥାଏ । ସକାଳ ଜଳଖିଆରେ ଦାଲିଆ…
ଶରୀର ପାଇଁ ଆମ୍ବ ମଞ୍ଜିର ଉପକାରିତା
ଆମ୍ବକୁ ଫଳମାନଙ୍କର ରାଜା କୁହନ୍ତି । ଆମ୍ବ ଖାଇବାକୁ ସାଧାରଣତଃ ସମସ୍ତେ ପସନ୍ଦ କରନ୍ତି । ଏହା ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । କିନ୍ତୁ କ'ଣ ଆପଣ ଜାଣନ୍ତିକି ଆମ୍ବ ସହ ଏହାର ଟାକୁଆ ମଧ୍ୟ ଶରୀର ପାଇଁ ବହୁଫାଇଦାକାରୀ ହୋଇଥାଏ । ଯଦି ଆପଣ ଆମ୍ବ ଖାଇଲା ପରେ ଏହାର ଟାକୁଆ ଫୋପାଡି…
ଦୋମୁହାଁ କେଶକୁ କିପରି କରିବେ ଦୂର
ଆଜିକାଲି କେଶର ସମସ୍ୟା ସାଧାରଣତଃ ବହୁତ ଦେଖାଯାଉଛି । ସମସ୍ତେ ପ୍ରାୟ ଏହି କେଶକୁ ନେଇ ବହୁତ ଚିନ୍ତାରେ ରହୁଛନ୍ତି । ଏହି ସମସ୍ୟା ମାନଙ୍କ ମଧ୍ୟରେ କେଶ ଦୋମୁହାଁ ହୋଇଯିବା ସବୁଠୁ ବଡ ସମସ୍ୟା । ଏହାର ମୁଖ୍ୟ କାରଣ ହେଉଛି କେମିକାଲ ଯୁକ୍ତ ହ୍ରୋର ପ୍ରଡକ୍ଟର ବ୍ୟବହାର କରିବା । କେଶ ସଠିକ…
ଦୂର କରନ୍ତୁ ଆଖିତଳର କଳାଦାଗ
ଆଖିର ସୁନ୍ଦରତା ଆପଣଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିଥାଏ । କିନ୍ତୁ ଆପଣ ଦେଖିଥିବେ କି କିଛି ଲୋକଙ୍କ ଆଖିତଳେ କଳାଦାଗ ପଡିଥାଏ । କେବେ ଆପଣ ଭାବିଛନ୍ତି କି ଏହି ଦାଗ କ’ଣ ପାଇଁ ହେଉଛି । ଆଜିକାଲିର ଖରାପ ଜୀବନଶୈଳୀ ଓ ପାଣି କମ୍ ପିଇବା ଦ୍ୱାରା ଏହା ହୋଇଥାଏ । ଏହାଛଡା ଆହୁରି…
ଭାତ ଖାଇବା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ମଧୁମେହ !
ମଧୁମେହରୋଗୀ ନିଜ ଖାଦ୍ୟ ପାନୀୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ପୁରା ଦୁନିଆରେ ମଧୁମେହ ରୋଗ ହେବା ଏକ ସାଧାରଣ କଥା ହୋଇଗଲାଣି । ଏହି ରୋଗ ଦୁଇ ପ୍ରକାରର ଅଟେ । ଟାଇପ ୧ ଓ ଟାଇପ ୨ । ଆପଣ ଜାଣିଥିବେ ମଧୁମେହ ରୋଗୀଙ୍କୁ ଭାତ ଖାଇବା ସାଧାରଣତଃ ମନା ହୋଇଥାଏ । କିନ୍ତୁ ଏକ ଅଧ୍ୟୟନରୁ…
ଗରମ ଦିନରେ କରନ୍ତୁ ଏହି ଉପାୟ ଦୂର ହେଵ ତ୍ୱଚାରୁ ତେଲିଆ ଅଂଶ
ଖରା ଦିନ ତେଲିଆତ୍ଵଚା ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଗରମ, ଝାଳ, ବାହାରିବା ଦ୍ଵାରା ତ୍ଵଚା ଅଧିକା ତେଲିଆ ହୋଇଯାଏ । ଯାହାଦ୍ବାରା ଅନେକ ପ୍ରକାରର ସ୍କ୍ରିନ୍ ପ୍ରୋବେଲମ ବାହାରିବା ସହ ଦାଗ ମଧ୍ୟ ଦେଖାଯାଏ । ତେଲିଆ ତ୍ୱଚା ପାଇଁ ଚିନ୍ତିତ ଥିବା ବ୍ୟକ୍ତି ୨ଟି କାମକୁ ନିଜ ସ୍କ୍ରିନ୍…
ଜାଣନ୍ତୁ ନଡ଼ିଆ ଚା ର ଫାଇଦା
ନଡ଼ିଆ ଓ ନଡ଼ିଆ ପାଣିର ଫାଇଦା ବିଷୟରେ ତ ଆମେ ସମସ୍ତେ ଜାଣିଛନ୍ତି। କିନ୍ତୁ କେବେ ନଡ଼ିଆରେ ଚା’ ପ୍ରସ୍ତୁତ ହେବା କଥା ଶୁଣିଛନ୍ତି? ଏହି ଚା' ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ନଡ଼ିଆ କ୍ଷୀରରେ ଗ୍ରୀନ୍ ଟି କିମ୍ବା ବ୍ଲାକ୍ ଟି ମିଶାଇ ନଡ଼ିଆ ଚା’…
ଅଧିକ କୋଲ୍ଡ ଡ୍ରିଙ୍କ୍ସ ପିଉଥିଲେ ହୋଇଯାଆନ୍ତୁ ସାବଧାନ! ଦେଖାଦେଇପାରେ ଏହିସବୁ ସମସ୍ୟା
ଗରମ ଦିନେ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ସମସ୍ତେ ଭଲପାଇଥାନ୍ତି। ଏହା ଥଣ୍ଡା ଲାଗିବା ସହ ଏହାର ସ୍ୱାଦ ମଧ୍ୟ ବହୁତ ଟେଷ୍ଟି ହୋଇଥାଏ | କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ ମାରାତ୍ମକ ଆପଣ ଜାଣନ୍ତି କି ? ତେବେ ଆସନ୍ତୁ ଜାଣିବା କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ୱାରା…