Sign in
Sign in
Recover your password.
A password will be e-mailed to you.
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ
Browsing Category
ଓଡିଶା
ହାତୀ ଆକ୍ରମଣରେ ଦୁଇ ମହିଳା ମୃତ
ଢେଙ୍କାନାଳ (୩୦.୩.୨୩) : ଦୁଇ ମହିଳାଙ୍କୁ ଦଳିଦେଲା ଦନ୍ତା। ହାତୀ ଆକ୍ରମଣରେ ଦୁଇ ମହିଳା ମୃତ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଦୁଦୁରକୋଟଠାରେ ହାତୀ ଆକ୍ରମଣରେ ଦୁଇଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାଘୁଆସାହିର ଅଗାରୀ ସାମଲ ଓ ପୁଟି ସାମଲ । ଉଭୟେ ମହୁଲ ଗୋଟାଇବାକୁ ଯାଇ…
୫୦ ଲକ୍ଷ ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା
ଝାରସୁଗୁଡା ୩୦/୦୩ ୫୦ ଲକ୍ଷ ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୃତ ଦେହକୁ ପୋଡି ଦେଇଛନ୍ତି ଅପହରଣକାରୀ । ଝାରସୁଗୁଡାରୁ ଆସିଛି ଏମିତି ଏକ ଚାଞ୍ଚଲ୍ୟକର ଖବର । ଆଉ ବରଗଡ ଜିଲ୍ଲା ଭେଡେନ୍ ଥାନା ପାଖ ଜଙ୍ଗଲରୁ ଅପହୃତ ଦଶମ…
କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ହସ୍ତକ୍ଷେପ
ଭୁବନେଶ୍ୱର(ଏଏନଏସ)୩୦/୦୩, ରାଜ୍ୟରେ କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ରାୟ । ଢେଙ୍କାନାଳ, ଭଦ୍ରକ, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ଉପରେ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ । ପୂର୍ବରୁ ପୁରୀ ଜିଲ୍ଲାର ନିଯୁକ୍ତି ପ୍ରକ୍ରିୟା ଉପରେ ମଧ୍ୟ…
ଆଜି ପୁଣି ଆରମ୍ଭ ହେବ ରୁକୁଣା ରଥଟଣା
ଭୁବନେଶ୍ୱର(ଏଏନଏସ)୩୦/୦୩, ବଢେଇବାଙ୍କ ଛକରେ ଅଟକିଛି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଗତକାଲି ଧାର୍ଯ୍ୟ ସମୟଠୁ ବିଳମ୍ବରେ ରଥଟଣା ପରେ ବଢେଇବାଙ୍କ ଛକରେ ଅଟକିଥିଲା ପ୍ରଭୁଙ୍କ ରଥ । ଆଜି ବିଭିନ୍ନ ନୀତିକାନ୍ତି ପରେ ଅପରାହ୍ମ ୨ଟାରୁ ପୁଣି ରଥଟଣା ଆରମ୍ଭ ହେବ । ପୂଜାର୍ଚ୍ଚନା କରି…
ଆସୁଛି ଆଉ ଏକ ପଶ୍ଚିମା ଝଡ
ଭୁବନେଶ୍ୱର(ଏଏନଏସ)୩୦/୦୩, ଝଡ଼ ପରେ ଝଡ଼ । ଗୋଟିଏ ନଯାଉଣୁ ଆଉ ଏକ ପଶ୍ଚିମା ଝଡ଼ । ଏପ୍ରିଲ ୨ରେ ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ଭାରତର ଉତ୍ତର ପଶ୍ଚିମ ଭାଗକୁ ପ୍ରଭାବିତ କରିବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ହେବ । ବର୍ତ୍ତମାନ ରାଜ୍ୟ ଉପରେ ଗୋଟିଏ ପଶ୍ଚିମା…
ଆଜି ପବିତ୍ର ଶ୍ରୀରାମ ନବମୀ
ଭୁବନେଶ୍ୱର(ଏଏନଏସ)୩୦/୦୩, ଆଜି ପବିତ୍ର ଶ୍ରୀରାମ ନବମୀ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଦିନ । ରାମ ନାମରେ ଗୁଞ୍ଜରିତ ହେଉଛି ରାଜ୍ୟର ବିଭିନ୍ନ ରାମ ମନ୍ଦିର । ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ ପାଇଁ ମନ୍ଦିରରେ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ । ରାମ ନବମୀ ପାଇଁ ସଜେଇ…
ବନ କର୍ମଚାରୀଙ୍କୁ ଗୁଳିମାଡ
ବୌଦ୍ଧ (୨୯.୩.୨୩) : ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ । ଗତକାଲି ରାତିରେ ବୌଦ୍ଧ ବଘିଆପଡା ଖଲିଆପାଲି ଛକରେ ବନ କର୍ମଚାରୀଙ୍କ ଉପରେ ଗୁଳିମାଡ ହୋଇଥିବା ସୂଚନା । ଦୁର୍ବୃତଙ୍କ ଗୁଳିମାଡରେ ଦୁଇ ବନବିଭାଗ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଫରେଷ୍ଟଗାର୍ଡ ନବ…
ଚିକିତ୍ସା ଅଭାବରୁ ମେଡିକାଲରେ ଚାଲିଗଲା ରୋଗୀଙ୍କ ଜୀବନ
ବାଲେଶ୍ଵର(ଏଏନଏସ)୨୯/୦୩, ବାଲେଶ୍ଵର ମେଡିକାଲରେ ରୋଗୀ ମୃତ୍ୟୁ ନେଇ ଉତ୍ତେଜନା। ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ମେଡିସିନ ୱାର୍ଡରେ ଏହି ଉତ୍ତେଜନା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭୋଗରାଇ ଥାନା ଅଲାଲବିନ୍ଧା ଗାଁର ତରୁଲତା…
ANS NEWS SUPERFAST [email protected]
୧. ଦେଶରେ ମାଡୁଛି କରୋନା । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ୨ ହଜାର ଟପିଲା ଦୈନ୍ଖଳ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୧ ଶହ ୫୧ ପଜିଟିଭ । ଯାହାକି ଗତ ୫ ମାସରେ ସବୁଠାରୁ ଅଧିକ ।୨. କର୍ଣ୍ଣାଟକ ବିଧାସଭା ନିର୍ବାଚନ ତାରିଖ ଘୋଷଣା କରଛିନ୍ତି ନିର୍ବାଚନ…
ଦୂର ହେବ ଶୀତଳ ଭଣ୍ଡାର ସମସ୍ୟା
ଭୁବନେଶ୍ୱର (୨୯.୩.୨୩) : ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବକୁ ଦୂର କରିବା ପାଇଁ ସରକାର ରାଜ୍ୟରେ ଏକ ହଜାର ନୂଆ ଶୀତଳିକରଣ ଗୃହ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ବୁଧବାର ବିଧାନସଭା ପ୍ରଶ୍ନକାଳରେ ଉତ୍ତର ରଖି ଏପରି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତାଙ୍କ…