ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା: ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି ମା’ 

କାକଟପୁର ଆଜି ଅନୁଷ୍ଠିତ ହୋଇଯାଇଛି ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା । ଭକ୍ତମାନଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା । ଚୈତ୍ର ମାସ ପୂର୍ଣ୍ଣିମାରେ ମା’ଙ୍କର ଏହି ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

Continue Readingମା’ ମଙ୍ଗଳାଙ୍କ ଝାମୁ ଯାତ୍ରା: ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି ମା’ 

ଯୋଡି ଶଙ୍ଖ ଦେଖାଇଲେ ନବୀନ: ଆସନ୍ତାକାଲିଠୁ ନିର୍ବାଚନୀ ପ୍ରଚାର ଆରମ୍ଭ 

ଆସନ୍ତାକାଲିଠୁ ପ୍ରଚାରକୁ ଓହ୍ଲାଇବେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଯୋଡି ଶଙ୍ଖ ଦେଖାଇଛନ୍ତି ନବୀନ।

Continue Readingଯୋଡି ଶଙ୍ଖ ଦେଖାଇଲେ ନବୀନ: ଆସନ୍ତାକାଲିଠୁ ନିର୍ବାଚନୀ ପ୍ରଚାର ଆରମ୍ଭ 

ତାତିରୁ ନାହିଁ ନିସ୍ତାର: ସବୁଠୁ ଉତପ୍ତ ସହର ଭୁବନେଶ୍ୱର 

  • Post category:ଓଡିଶା
  • Reading time:1 mins read

ସହ୍ୟ ଗରମରେ ସିଝୁଛି ଓଡିଶା । ଭୁବନେଶ୍ୱରରେ ଅପରାହ୍ନ ସାଢେ ୨ ଟା ସୁଦ୍ଧା ତାପମାତ୍ରା ୪୧,୮ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୪୦.୪ ଡିଗ୍ରୀ ବାଲେଶ୍ୱରରେ ୪୦.୩ ଡିଗ୍ରୀ ତାପମାତ୍ରା ରହିଛି ।

Continue Readingତାତିରୁ ନାହିଁ ନିସ୍ତାର: ସବୁଠୁ ଉତପ୍ତ ସହର ଭୁବନେଶ୍ୱର 

ପଶ୍ଚିମ ଓଡିଶାରୁ ପ୍ରଚାର ଆରମ୍ଭ କରିବେ ଶାହା 

ଦେଶର ମହାକୁମ୍ବ ଗଣତନ୍ତ୍ର ପାଇଁ ଭୋଟ ଆରମ୍ଭ ହୋଇଗଲାଣି | 102 ସଂସଦୀୟ କ୍ଷେତ୍ର ପାଇଁ ଭୋଟରମାନେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି|

Continue Readingପଶ୍ଚିମ ଓଡିଶାରୁ ପ୍ରଚାର ଆରମ୍ଭ କରିବେ ଶାହା 

ପ୍ଲାନେଟ ଡେଭଲପମେଣ୍ଟ ତରଫରୁ ଜଳଛତ୍ର ଶିବିର 

  • Post category:ଓଡିଶା
  • Reading time:1 mins read

ପ୍ଲାନେଟ ଡେଭଲପମେଣ୍ଟ ଫାଉଣ୍ଡେସନ ଓ ମଳୟ ବିହାର ମହିଳା ଟ୍ରଷ୍ଟ ମିଳିତ ସହଯୋଗରେ ରସୁଲଗଡ ଠାରେ ଏକ ଜଳଛତ୍ର ଶିବିର ଆୟୋଜନ କରାଯାଇଛି | ପ୍ରତ୍ୟହ ଏହି ଶିବିରରେ ସହଶ୍ରୟାଧିକ ପଥଚାରୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ନିଜର ତୃଷା ମେଣ୍ଟାଉଛନ୍ତି |

Continue Readingପ୍ଲାନେଟ ଡେଭଲପମେଣ୍ଟ ତରଫରୁ ଜଳଛତ୍ର ଶିବିର 

ଚାପ ଖେଳିବେ ମହାପ୍ରଭୁ: ନରେନ୍ଦ୍ର ପୁଷ୍କରଣୀରୁ ବାହାର କରାଗଲା ନନ୍ଦା, ଭଦ୍ରା ଡଙ୍ଗା 

  • Post category:ଓଡିଶା
  • Reading time:1 mins read

ଆସନ୍ତା ମାସ ୧୦ ତାରିଖରେ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ସହ ଚନ୍ଦନଯାତ୍ରା ଆରମ୍ଭ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ର ପୁଷ୍କରଣୀରୁ ନନ୍ଦା, ଭଦ୍ରା ଓ ବୈଜୟନ୍ତୀଙ୍କ ଚାପ ଡଙ୍ଗା ବାହାର କରାଯାଉଛି।

Continue Readingଚାପ ଖେଳିବେ ମହାପ୍ରଭୁ: ନରେନ୍ଦ୍ର ପୁଷ୍କରଣୀରୁ ବାହାର କରାଗଲା ନନ୍ଦା, ଭଦ୍ରା ଡଙ୍ଗା 

ଓଆରଏଚଡିସି ଦୁର୍ନୀତି ମାମଲା: ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ 

  • Post category:ଓଡିଶା
  • Reading time:1 mins read

ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ମାମଲାରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଜାମିନ୍ ମଞ୍ଜୁର କଲେ ସୁପ୍ରିମକୋର୍ଟ । ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ତାଙ୍କୁ ୩ବର୍ଷ ଦଣ୍ଡାଦେଶ ଶୁଣାଇଥିବାବେଳେ ସୁପ୍ରିମକୋର୍ଟ ଓଡ଼ିଶା ଭିଜିଲାନ୍ସକୁ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ।

Continue Readingଓଆରଏଚଡିସି ଦୁର୍ନୀତି ମାମଲା: ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ 

ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ

ସମ୍ବଲପୁରରେ ବିଜେଡିକୁ ବଡ ଝଟକା । ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାସେଶ୍ୱରୀ ନିଜର ଇସ୍ତଫାପତ୍ର ପଠାଇବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

Continue Readingବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ

ଶ୍ରୀମନ୍ଦିରରେ ରକ୍ତଛିଟା: ମହାପ୍ରଭୁଙ୍କ ହେଲା ବଡ ମହାସ୍ନାନ

  • Post category:ଓଡିଶା
  • Reading time:1 mins read

ଶ୍ରୀମନ୍ଦିରରେ ଅଘଟଣ। ଭିତରକାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ହେଲା ବଡ ମହାସ୍ନାନ। ମଙ୍ଗଳ ଆଳତୀ ପୂର୍ବରୁ ମହାସ୍ନାନ ହେଲେ ମହାପ୍ରଭୁ।

Continue Readingଶ୍ରୀମନ୍ଦିରରେ ରକ୍ତଛିଟା: ମହାପ୍ରଭୁଙ୍କ ହେଲା ବଡ ମହାସ୍ନାନ

ଓଡିଶା ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର 

ଆସନ୍ତା ଏପ୍ରିଲ ୨୮ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ | କଟକ ଜିଲ୍ଲା ସାଲେପୁରରେ ବିଶାଳ ସମାବେଶ କରିବାର ସମ୍ଭାବନା ଥିବାବେଳେ ରାୟଗଡା, ବ୍ରହ୍ମପୁରରେ କଂଗ୍ରେସ ପାଇଁ ପ୍ରଚାର କରିବେ ରାହୁଲ |

Continue Readingଓଡିଶା ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର