Sign in
Sign in
Recover your password.
A password will be e-mailed to you.
ଚାକିରି ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହିସବୁ ଉପାୟଏମାର ମଠ ପରିସରରୁ ବାହାରିଲା ଭଗ୍ନ ମୂର୍ତ୍ତିଦୁର୍ଘଟଣା ପରେ ଟ୍ରକରେ ଫସିଥିଲେ ଡ଼୍ରାଇଭରରାସ୍ତା କଡରେ ମୃତଦେହନବ ନିର୍ମିତ ଶିବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋସ୍ଚବ ପାଳିତକେନ୍ଦ୍ରମନ୍ତ୍ରୀ ଙ୍କ ଉପରେ ଛାତ୍ର କଂଗ୍ରେସର କାଳି ମାଡ଼ପୁଣି ଆସୁଛି କାଳବୈଶାଖୀଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍ଚଳଚଞ୍ଚଳ ରଥ ଖଳା, ମା’ ଚର୍ଚ୍ଚିକାଙ୍କ ନିକଟରେ ସିଂଗଡା ବାଡ଼ିଆ କାର୍ଯ୍ୟ ଆରମ୍ଭସରପଞ୍ଚଙ୍କୁ ଜିଆରଏସଙ୍କ ମାଡ଼ ମାରିବା ଅଭିଯୋଗରେ ଥାନରେ ଏତାଲା
Browsing Category
ବାଣିଜ୍ୟ
ବଜାରକୁ ଆସିଲା ସୁଜୁକିର ନୂଆ ଏଡିସନ, ଜାଣନ୍ତୁ ଫିଚର୍ସ
ନୂଆଦିଲ୍ଲୀ-୦୫/୦୪, ଭାରତୀୟ ବଜାରରେ ଅଧିକାଂଶ ଦୁଇଚକିଆ ଯାନକୁ ଅଧିକ ପସନ୍ଦ କରାଯାଏ । ତେବେ ଆପଣ ଯଦି ସ୍କୁଟର କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣ ସୁଜୁକିର ଏହି ନୂଆ ଏଡିସନ ଉପରେ ନଜର ପକାନ୍ତୁ । ସୁଜୁକି ମୋଟରସାଇକେଲ ଇଣ୍ଡିଆ ସ୍ପୋର୍ଟି ଲୁକରେ ନୂଆ ଏଭେନିସ୍ ସ୍କୁଟରର ଷ୍ଟାଣ୍ଡାର୍ଡ…
ଲାଇନ କଟିଯିବା ପରେ ୫ ଘଣ୍ଟା ଯାଏ ଜଳିବ ଏହି ଇଲେକ୍ଟ୍ରିକ ବଲ୍ବ
ନୂଆଦିଲ୍ଲୀ-୦୪/୦୪, ଖରା ଦିନ ଆରମ୍ଭ ହୋଇଗଲାଣି । ଏହି ଦିନରେ ଅଧିକାଂଶ ପାୱାର କଟର ସମସ୍ୟା ଦେଖାଯାଇଥାଏ । ପିଲାମାନେ ରାତିରେ ପାଠ ପଢ଼ୁଥିବାବେଳେ କିମ୍ବା ଆପଣ ଅଫିସର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବାବେଳେ ପାୱାର କଟ ହେବା ଦ୍ୱାରା ଆପଣଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ…
ଜିଏସଟି ସଂଗ୍ରହରେ ରେକର୍ଡ, ମାର୍ଚ୍ଚରେ ୧.୪୨ ଲକ୍ଷ କୋଟି ଟଙ୍କା ରଜସ୍ୱ ଆଦାୟ
ନୂଆଦିଲ୍ଲୀ-୦୨/୦୪, ଜିଏସଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ । ମାର୍ଚ୍ଚ ମାସରେ ଜିଏସଟି ରଜସ୍ୱ ସଂଗ୍ରହ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ମାସରେ ୧.୪୨ ଲକ୍ଷ କୋଟି ଟଙ୍କା ସଂଗ୍ରହ ହୋଇଛି, ଏହା ଏପର୍ଯ୍ୟନ୍ତ ଏକ ରେକର୍ଡ ଅଟେ । ଏହା…
ଗ୍ରାହକଙ୍କୁ ଝଟକା; ୨୫୦ ଟଙ୍କା ବଢିଲା ଗ୍ୟାସ ସିଲିଣ୍ଡର ଦାମ !
ନୂଆଦିଲ୍ଲୀ-୦୧/୦୪, ବଢ଼ିଲା କମର୍ସିଆଲ ଗ୍ୟାସ୍ ଦର। ଆର୍ଥିକ ବର୍ଷର ପ୍ରଥମ ଦିବସରେ ଆଜି ଅଣ ସବସିଡି ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ହୋଇଛି । ଅଣ ସବସିଡି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି ପାଇଥିବା ଜଣାପଡ଼ିଛି । ଗତ ଦୁଇ ମାସ ମଧ୍ୟରେ ୧୯ କେଜି ଏଲପିଜି ସିଲିଣ୍ଡରର ମୂଲ୍ୟ ୩୪୬…
ଆଜି ଭାରତରେ ଲଞ୍ଚ ହେବ OnePlus ୧୦- ପ୍ରୋ, ଜାଣନ୍ତୁ ଫିଚର୍ସ
ନୂଆଦିଲ୍ଲୀ- ୩୧/୦୩,ୱାନପ୍ଲସ ୟୁଜର୍ସଙ୍କ ପାଇଁ ଖୁସି ଖବର । ୩୧ ମାର୍ଚ୍ଚ ଅର୍ଥାତ୍ ଆଜି ସନ୍ଧ୍ୟା ୭.୩୦ରେ ଭାରତରେ ଲଞ୍ଚ ହେଉଛି ୱାନ୍ପ୍ଲସ୍ ସ୍ମାର୍ଟଫୋନ୍ ୧୦- ପ୍ରୋ । ଚଳିତ ବର୍ଷ ଜାନୁଆରୀରେ ଆନ୍ତଜାତୀୟ ବଜାରରେ ୱାନ ପ୍ଲସ- ୧୦ ପ୍ରୋ ଲଞ୍ଚ କରାଯାଇଥିଲା । ଏହା ବ୍ୟତୀତ ଆଜି …
ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ; ଆଜି ବି ବଢିଲା ଦର
ନୂଆଦିଲ୍ଲୀ-୩୧/୦୩, ତେଲ ଦରରେ ଲାଗୁନି ବ୍ରେକ । ଆଜି ବି ପୁଣି ବଢିଲା ତେଲ ଦର । ଲଗାତର ୯ ଦିନ ଧରି ବଢିଚାଲିଛି ତୈଳ ଦର । ୮୦ ପଇସା ଲେଖାଏଁ ବଢିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୧.୮୧ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ଦର ୯୩.୦୭ ହୋଇଛି ।…
ଏବେ ୨୮ ଦିନ ବଦଳରେ କରିହେବ ୧ ମାସର ରିଚାର୍ଜ
ନୂଆଦିଲ୍ଲୀ-୩୦/୦୩, ଦେଶର ଲୋକପ୍ରିୟ ଟେଲିକମ କମ୍ପାନୀ ଜିଓ ନିଜର ଗ୍ରାହକଙ୍କ ପାଇଁ ଏକ ଭଲ ପ୍ଲାନ ଆଣିକି ଆସିଛି । ଯଦି ଆପଣ ଜିଓର ଗ୍ରାହକ ତେବେ ଆପଣ ଏହି ପ୍ଲାନର ଲାଭ ଉଠାଇପାରିବେ । ଜିଓର ଏହି ପ୍ଲାନରେ ଏବେ ୨୮ ଦିନର ନୁହେଁ ବରଂ ପୁରା ଗୋଟିଏ ମାସର ଭାଲିଡିଟି ମିଳିବ । ତେବେ ଆସନ୍ତୁ…
ଏପ୍ରିଲରୁ ମହଙ୍ଗା ହେବ ଏହି ସବୁ କାରର ଦାମ, ଜାଣନ୍ତୁ କେତେ ଟଙ୍କା ବଢିବ
ନୂଆଦିଲ୍ଲୀ-୨୯/୦୩, ଏପ୍ରିଲ ୨୦୨୨ରୁ ପୁଣି ମହଙ୍ଗା ହୋଇଯିବ କାର୍ । ଯଦି ଆପଣ କାର କିଣିବାକୁ ଚାହୁଁଛନ୍ତି ତେବେ ଏହା ସୁବର୍ଣ୍ଣ ସୁଯୋଗ । ଆପଣ ମାର୍ଚ୍ଚ ମାସ ଭିତରେ କାର କିଣି ନିଅନ୍ତୁ ନହେଲେ କାର କିଣିବା ପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିପାରେ । BMW, ଟୋୟୋଟା,…
ଜିମେଲରେ ଆପେ ଆପେ ଡିଲିଟ ହୋଇଯିବ ସ୍ପାମ ମେଲ, କରନ୍ତୁ ଏପରି ସେଟିଙ୍ଗ
ନୂଆଦିଲ୍ଲୀ-୨୮/୦୩, ଗୁଗଲର ଜିମେଲ ଏକ ଲୋକପ୍ରିୟ ପ୍ଲାଟଫର୍ମ । ପ୍ରାୟତଃ ଲୋକମାନେ ଏହି ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି। ଏଥିରେ ଅନେକ ଫାଲତୁ ମେସେଜ ମଧ୍ୟ ଆସିଥାଏ । ଯାହାଦ୍ୱାରା ଫୋନର ଷ୍ଟୋରେଜ ଫୁଲ ହୋଇଯାଇଥାଏ । ଏନେଇ ଆଜି ଆମେ ଆପଣଙ୍କୁ ଏକ ଭଲ ଉପାୟ ବିଷୟରେ କହିବାକୁ ଯାଉଛୁ,…
ଏପ୍ରିଲ ମାସରୁ ମହଙ୍ଗା ହେବ ଏହିସବୁ ଔଷଧ, ଜାଣନ୍ତୁ କ’ଣ କ’ଣ?
ଗ୍ରାହକଙ୍କ ପାଇଁ ବଡ ଖବର। ପାରାସିଟାମଲ୍’, ‘ଆଣ୍ଟିବାୟୋଟିକ୍’, ‘ଆଣ୍ଟି-ଇନ୍ଫେକ୍ଟିଭ୍’ ସମେତ ୮୦୦ ଅତ୍ୟାବଶ୍ୟକ ଔଷଧ ଉପରେ ଗତକାଲି ଅର୍ଥାତ ଶୁକ୍ରବାର ଦିନ ସରକାର ୧୦.୭% ମୂଲ୍ୟ ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି। ଏନେଇ ଆସନ୍ତା ଏପ୍ରିଲ୍ ୧ରୁ ଏହିସବୁ ଔଷଧ ମହଙ୍ଗା ହୋଇଯିବ।
…