ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ମେଳା : ୪୭୬ ଜଣଙ୍କୁ ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ 

ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ମେଳା ଉତ୍ସବ। ଲୋକସେବା ଭବନ କନଭେନସନ ସେଣ୍ଟରରେ ନିଯୁକ୍ତି ମେଳା ଉତ୍ସବ ଆଯୋଜିତ ହୋଇଛି।

Continue Readingରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ମେଳା : ୪୭୬ ଜଣଙ୍କୁ ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ 

ସନ୍ଦୀପ ଘୋଷଙ୍କ ବାସଭବନରେ ଇଡି : ଏକାକାଳୀନ ୪ଟି ସ୍ଥାନରେ ଚଢ଼ାଉ ଜାରି

ପଶ୍ଚିମବଙ୍ଗରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର କାର୍ଯ୍ୟ ଜାରି ରହିଛି। ଏହି ପରିପ୍ରେକ୍ଷୀରେ, ଇଡି ଅନେକ ସ୍ଥାନରେ ଚଢ଼ାଉ କରିଛି।

Continue Readingସନ୍ଦୀପ ଘୋଷଙ୍କ ବାସଭବନରେ ଇଡି : ଏକାକାଳୀନ ୪ଟି ସ୍ଥାନରେ ଚଢ଼ାଉ ଜାରି

କ୍ୟାବିନେଟ ବୈଠରେ ବଡ଼ ନିଷ୍ପତ୍ତି : ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ଝିଅଙ୍କୁ ମିଳିବ ଚାକିରି

କ୍ୟାବିନେଟ ବୈଠକରେ ସରକାରଙ୍କ ବଡ ନିଷ୍ପତି। ଏଣିକି ଝିଅଙ୍କୁ ମିଳିବ ସରକାରୀ ଚାକିରି।

Continue Readingକ୍ୟାବିନେଟ ବୈଠରେ ବଡ଼ ନିଷ୍ପତ୍ତି : ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ଝିଅଙ୍କୁ ମିଳିବ ଚାକିରି

ପୁଣି ଆଉ ଏକ ବିଜେଡି ସାଂସଦଙ୍କ ଇସ୍ତଫା : ନବୀନଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର

ପୁଣି ଆଉ ଏକ ବିଜେଡି ସାଂସଦଙ୍କ ଇସ୍ତଫା । ବିଜେଡି ସାଂସଦ ସୁଜିତ କୁମାର ଆଜି ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି। 

Continue Readingପୁଣି ଆଉ ଏକ ବିଜେଡି ସାଂସଦଙ୍କ ଇସ୍ତଫା : ନବୀନଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର

ଛତିଶଗଡରେ ଏନକାଉଣ୍ଟର ଜାରି : ୯ ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର

ଛତିଶଗଡରେ ଜାରି ରହିଛି ଏନକାଉଣ୍ଟର। ଛତିଶଗଡର ଦନ୍ତେୱାଡ଼ା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି।

Continue Readingଛତିଶଗଡରେ ଏନକାଉଣ୍ଟର ଜାରି : ୯ ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର

ଆଜିଠୁ ଆରମ୍ଭ ସୁଭଦ୍ରା ଯୋଜନା ପଞ୍ଜିକରଣ, ମାଗଣାରେ କରି ପାରିବେ ଆବେଦନ

ଆଜିଠୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ। ସମସ୍ତ ଜିଲ୍ଲାକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପର୍ୟ୍ୟାପ୍ତ ପରିମାଣର ‘ସୁଭଦ୍ରା’ ଯୋଜନା ଆବେଦନ ଫର୍ମ ପଠାଯାଇଛି ।

Continue Readingଆଜିଠୁ ଆରମ୍ଭ ସୁଭଦ୍ରା ଯୋଜନା ପଞ୍ଜିକରଣ, ମାଗଣାରେ କରି ପାରିବେ ଆବେଦନ

ପହଣ୍ଡି ଅଘଟଣର ପ୍ରତିକାର ପାଇଁ ହେବ ପୂଜା ଅର୍ଚ୍ଚନା : ଆଇନ ମନ୍ତ୍ରୀ ପୃଥ୍ୱୀରାଜଙ୍କ ସୂଚନା

ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଅଘଟଣର ପ୍ରତିକାର ପାଇଁ ହେବ ପୂଜା ଅର୍ଚ୍ଚନା । ପ୍ରତିକାର ପାଇଁ ରୀତିନୀତି ଅନୁସାରେ ପୂଜା କରିବେ ରାଜ୍ୟ ସରକାର ।

Continue Readingପହଣ୍ଡି ଅଘଟଣର ପ୍ରତିକାର ପାଇଁ ହେବ ପୂଜା ଅର୍ଚ୍ଚନା : ଆଇନ ମନ୍ତ୍ରୀ ପୃଥ୍ୱୀରାଜଙ୍କ ସୂଚନା

ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ପ୍ରଣୟନ : ୧ ତାରିଖରୁ ଲାଗୁ ହେବ ନିୟମ

ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ପ୍ରଣୟନ । ପରବର୍ତ୍ତୀ ସମୟ ପାଇଁ ସରକାର ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି।

Continue Readingରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ପ୍ରଣୟନ : ୧ ତାରିଖରୁ ଲାଗୁ ହେବ ନିୟମ

ଶ୍ରୀମନ୍ଦିର କମିଟି ମିଟିଂରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ସୁନା ଛାଉଣୀ ହେବ ରତ୍ନଭଣ୍ଡାର କବାଟ

ସୁନା ଛାଉଣୀ ହେବ ରତ୍ନଭଣ୍ଡାର କବାଟ। ଶ୍ରୀମନ୍ଦିର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ ହେବା ନେଇ କମିଟି ମିଟିଂରେ ନିଷ୍ପତ୍ତି ନିଆଯାଇଛି। 

Continue Readingଶ୍ରୀମନ୍ଦିର କମିଟି ମିଟିଂରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ସୁନା ଛାଉଣୀ ହେବ ରତ୍ନଭଣ୍ଡାର କବାଟ

ରାଜ୍ୟରେ ବନ୍ଦ ହେଲା ‘ନୂଆ ଓ’ କାର୍ଯ୍ୟକ୍ରମ : ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା

ରାଜ୍ୟରେ ବନ୍ଦ ହେଲା ‘ନୂଆ ଓ’ କାର୍ଯ୍ୟକ୍ରମ। ଆଉ ଚାଲିବନି ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ।

Continue Readingରାଜ୍ୟରେ ବନ୍ଦ ହେଲା ‘ନୂଆ ଓ’ କାର୍ଯ୍ୟକ୍ରମ : ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା