Browsing Category

ଦେଶ-ବିଦେଶ

୧. ବିଧାୟକ ବୁଲିଲେ ଚିଲିକା ଓ ଦର୍ଶନ କଲେ ମା’ କାଳିଯାଇଙ୍କ ମନ୍ଦିର ।୨. କୁସୁପୁର ଗଣହତ୍ୟା ମାମଲା, ୫ଜଣଙ୍କୁ ଏକା ମାରିଥିଲା ଶିବ । କଟକ ଗ୍ରାମାଞ୍ଚଳ ଅତିରିକ୍ତଏସପି ଦେଇଛନ୍ତି ଏହି ସୂଚନା ।୩. ରାଜ୍ୟସାରା ଗରମ ଅନୁଭୂତ ହେଉଥିବା ବେଳେ ସୋନପୁର ଜିଲ୍ଲା ଉତ୍ତପ୍ତ ସହର ମଧ୍ୟରେ ଏକ…

ପାଣି ନଷ୍ଟ କଲେ ଫାଇନ ଦେବାକୁ ହେବ ୫ହଜାର ଟଙ୍କା

ଚଣ୍ଡିଗଡ ୧୫/୦୪, ପାଣି ହେଉଛି ମଣିଷର ଜୀବନ । ପାଣି ବିନା ଜୀବନ ବଞ୍ଚିବା କଷ୍ଟକର । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେକି ପାଣିକୁ ଅଯଥାରେ ନଷ୍ଟ କରନ୍ତି । ଏଭଳି ଅସାଧୁ ଲୋକଙ୍କ ପାଇଁ ଚଣ୍ଡିଗଡ ମହାନଗର ନିଗମ ଏକ ନିୟମ ପ୍ରଣୟନ କରିଛନ୍ତି । ଯେଉଁମାନେ ପାଣି ନଷ୍ଟ କରିବେ…

ରୁହନ୍ତୁ ସାବଧାନ! ଏହି ସବୁ କାରଣରୁ ହୋଇପାରେ ହୃଦ୍‌ଘାତ

ସୁସ୍ଥ ଶରୀର ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସର୍ବଦା ଖାଦ୍ୟପେୟ ଉପରେ ଧ୍ୟାନ ରଖିବା ଜରୁରୀ। କିନ୍ତୁ ବେଳେ ବେଳେ ଜାଣତରେ ହେଉ କିମ୍ବା ଅଜାଣତରେ ଭୁଲ ଖାଦ୍ୟ ପାନୀୟ ପାଇଁ ଆମକୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏପରିକି ସାମାନ୍ୟ ଖାଦ୍ୟରୁ ବି  ହୃଦଘାତ ହେବାର ସମସ୍ୟା…

କମିଲା କୋଭିଶିଲ୍ଡ ଓ କୋଭାକ୍ସିନ ମୂଲ୍ୟ

ନୂଆଦିଲ୍ଲୀ୦୯/୦୪, କମିଲା କୋଭିଶିଲ୍ଡ ଓ କୋଭାକ୍ସିନ ଦର । ରବିବାରଠୁ ଦେଶର ଘରୋଇ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ବୁଷ୍ଟର ଦିଆଯିବ । ତେବେ ଆଜି କୋଭିଶିଲ୍ଡ ଏବଂ କୋଭାକ୍ସିନ ନିଜର ବୁଷ୍ଟର ଡୋଜ ମୂଲ୍ୟ ହ୍ରାସ କରିଛନ୍ତି। ଏଣିକି ୨୨୫ ଟଙ୍କାରେ ମିଳିବ କରୋନା ଭ୍ୟାକ୍ସିନ…

୧୦ ଏପ୍ରିଲରୁ ୧୮+ଙ୍କୁ ଦିଆଯିବ ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ- ୦୮/୦୪, ଏପ୍ରିଲ ୧୦ ତାରିଖ ଠାରୁ ସମସ୍ତଙ୍କୁ ଦିଆଯିବ ବିଷ୍ଟର ଡୋଜ୍ । ଘରୋଇ ଟିକାକରଣ କେନ୍ଦ୍ରରେ ମିଳିପାରିବ ବୁଷ୍ଟର ଡୋଜ୍ । ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କ ପାଇଁ କୋଭିଡ ଟିକାର ୩ୟ ଖୁରାକ୍ ଅର୍ଥାତ ବୁଷ୍ଟର ଡୋଜ ଦିଆଯିବ । ଶୁକ୍ରବାର କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା…

ପର୍ବତରୁ ଶୁଣାଯାଉଛି ଓଁ ଧ୍ୱନୀ

ପୃଥିବୀରେ ଅନେକ ପ୍ରକାର ରହସ୍ୟମୟ ଘଟଣା ଭରିରହିଛି । ଏମିତି କିଛି ରହସ୍ୟ ଅଛି ଯାହା ଆଜିଯାଏଁ ବୈଜ୍ଞାନିକ ମାନେ ମଧ୍ୟ ଖୋଜିପାଇନାହାନ୍ତି । ଏପରି ଏକ ରହସ୍ୟମୟୀ ପର୍ବତ ଅଛି ଆମ ଭାରତ ବର୍ଷରେ । ଏହା ଭାରତ ଏବଂ ତିବତ ସୀମାରେ ଅବସ୍ଥିତ । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଭଗବାନ ଶଙ୍କରଙ୍କୁ…

ଦିଲ୍ଲୀ-ମସ୍କୋ ବିମାନ ସେବା ବାତିଲ

ନୂଆଦିଲ୍ଲୀ-୦୭/୦୪, ଦିଲ୍ଲୀ-ମସ୍କୋ ବିମାନ ସେବାକୁ ବାତିଲ । ରୁଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ବିମାନ ଯାତ୍ରା ପ୍ରତି ବିପଦ ରହିଥିବା ଆଶଙ୍କା କରି ବିମାନ ସେବା ବାତିଲ କରିଛି ଏୟାର ଇଣ୍ଡିଆ । ସୂଚନା ଅନୁସାରେ, ଯେଉଁ ଯାତ୍ରୀମାନେ ବିମାନରେ ଯାତ୍ରା କରିବା ପାଇଁ ଟିକେଟ ବୁକିଂ କରିସାରିଥିଲେ ।…

ଏଠାରେ କୂଅ ଭିତରକୁ ଯିବା ପାଇଁ ରହିଛି ସିଡି, ଜାଣନ୍ତୁ କ’ଣ ରହିଛି ରହସ୍ୟ

ଦିଲ୍ଲୀ ୦୭/୦୪, କୂଅରୁ ତ ପାଣି କଢାଯାଏ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ କେବେ ସିଡ଼ିଥିବା କୂଅ ବିଷୟରେ ଶୁଣିଛନ୍ତି କି ? ଏକଥା ଶୁଣିବା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ସତ କିନ୍ତୁ କଥାଟି ବିଲକୁଲ ସତ। ତେବେ ଚାଲନ୍ତୁ ଜାଣିବା ଏପରି ଏକ ରହସ୍ୟମୟ କୂଅ ବିଷୟରେ, ଯେଉଁ କୂଅରେ ରହିଛି…

ଫୋର୍ବସ ପକ୍ଷରୁ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକା ଜାରି; ପୁଣି ଭାରତର ସବୁଠୁ ଧନୀ ହେଲେ ମୁକେଶ ଅମ୍ୱାନୀ

ନୂଆଦିଲ୍ଲୀ-୦୬/୦୪, ଫୋର୍ବସ ପକ୍ଷରୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ଜାରି କରାଯାଇଛି । ଫୋର୍ବସର ଏହି ଲିଷ୍ଟରେ ଟେଲସାର ମୁଖ୍ୟ ଏଲନ ମସ୍କ ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ଜଣାଶୁଣା ଇ-କମର୍ସ କମ୍ପାନୀର ସହ- ପ୍ରତିଷ୍ଠାତା ଜେଫ ବେଜୋସ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।…

୨୨ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ-୦୫/୦୪, ଭୁଲ ଖବର ପ୍ରସାରଣ କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ବିରୋଧରେ କଡ଼ା ପଦକ୍ଷେପ ନେଇଛନ୍ତି ଭାରତ ସରକାର। ଏହି ଅଭିଯୋଗରେ ଆଜି ୨୨ଟି ୟୁ ଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ସେହିପରି ୪ଟି ପାକିସ୍ତାନୀ…