କଂଗ୍ରେସ ଟିକେଟ ଦୋୖଡରେ ଅନେକ ଆଶାୟୀ

କଂଗ୍ରେସ ଟିକେଟ ଦୋୖଡରେ ଅନେକ ଆଶାୟୀ | ଦୀର୍ଘ 25 ବର୍ଷ ଧରି ରାଜ୍ୟରେ କଂଗ୍ରେସ ଦଳ କ୍ଷମତା ଅଳିନ୍ଦ ଠାରୁ ବହୁତ ଦୂରରେ ଥିବା ବେଳେ ଏବେ ଦଳର ଭବିଷ୍ୟତକୁ ନେଇ କିଛି ଅସାର ସଂଚାର ହୋଇଛି |

Continue Readingକଂଗ୍ରେସ ଟିକେଟ ଦୋୖଡରେ ଅନେକ ଆଶାୟୀ

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ ସନ୍ତୃପ୍ତ ମିଶ୍ର

ବିଜେଡିରେ ଯୋଗ ଦେଲେ ବିଶିଷ୍ଟ ଶିଳ୍ପପତି ସନ୍ତୃପ୍ତ ମିଶ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଓ ବିକାଶମୂଳକ କାମରେ ଅନୁପ୍ରାଣିତ ହୋଇ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସନ୍ତୃପ୍ତ ।

Continue Readingନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ ସନ୍ତୃପ୍ତ ମିଶ୍ର

ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିସନ, ନିର୍ବାଚନ ପ୍ରସ୍ତୁତି ନେଇ କରିବେ ସମୀକ୍ଷା 

ନିର୍ବାଚନ ପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିସନ । ଏହି ଗସ୍ତ ଅବସରରେ ନିର୍ବାଚନ କମିସନ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ । ଆସନ୍ତା ୧୫ ତାରିଖରୁ ୧୭ ତାରିଖ ଯାଏଁ ଓଡିଶା ଗସ୍ତରେ ରହିବେ ନିର୍ବାଚନ କମିସନ । ତେବେ ଖୁବଶୀଘ୍ର ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ କିଛି ରାଜ୍ୟରେ ଲୋକସଭା ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ ହେବ ।

Continue Readingଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିସନ, ନିର୍ବାଚନ ପ୍ରସ୍ତୁତି ନେଇ କରିବେ ସମୀକ୍ଷା 

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ନିର୍ବାଚନ 

ମେ’ ମାସ ପୂର୍ବରୁ ରାଜ୍ୟରେ ବିଧାନସଭା ପାଇଁ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଫେବୃଆରୀ 27 ତାରିଖରେ ରାଜ୍ୟସଭା ପାଇଁ ନିର୍ବାଚନ ହେବ ବୋଲି ଜଣାପଡିଛି | ନିର୍ବାଚନ କମିଶନରଙ୍କ ବିଜ୍ଞାପନ ଅନୁଯାୟୀ ଓଡିଶାରୁ ଖାଲି ହେଉଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ |

Continue Readingସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ନିର୍ବାଚନ 

ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଆସନ୍ତା ଫେବୃଆରୀ ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଂଚିବେ ରାହୁଲ ଗାନ୍ଧୀ। ୬ ତାରିଖ ସଂଧ୍ୟାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ସୁନ୍ଦରଗଡ଼ ବୀରମିତ୍ରପୁରରେ ପହଂଚିବ।

Continue Readingଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ମିନାକ୍ଷୀ ବାହୀନିପତିଙ୍କୁ ନୂଆ ଦାୟିତ୍ୱ, ନିଯୁକ୍ତି ଦେଲେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଆଜି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଶ୍ରୀମତି ମିନାକ୍ଷୀ ବାହୀନିପତିଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏନେଇ ଏଆଇସିସି ସଙ୍ଗଠନ ସାଧାରଣ ସମ୍ପାଦକ ବେଣୁ ଗୋପାଳ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । 

Continue Readingମିନାକ୍ଷୀ ବାହୀନିପତିଙ୍କୁ ନୂଆ ଦାୟିତ୍ୱ, ନିଯୁକ୍ତି ଦେଲେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ପୁରୁଣା ଫର୍ମୁଲାକୁ ଆପଣେଇବେ ନୀତିଶ 

ବିହାରରେ ହେବାକୁ ଯାଉଛି ପଟ୍ଟ ପରିବର୍ତ୍ତନ | ମହାମେଣ୍ଟ ସହ ସମ୍ପର୍କ ଛିନ୍ନ କରି ପୁଣିଥରେ NDA ମେଣ୍ଟରେ ସାମିଲ ହୋଇପାରନ୍ତି ନୀତିଶ| ମେଣ୍ଟ ସରକାର ବଦଳୁଥିଲେ ବି ବଦଳିବେ ନାହିଁ ନୀତିଶ | ସେ ପୂର୍ବବତ୍ତ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି |

Continue Readingପୁରୁଣା ଫର୍ମୁଲାକୁ ଆପଣେଇବେ ନୀତିଶ 

କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ 

କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବନୀପାଟଣାରେ ଆଜି ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ କଂଗ୍ରେସର ହାତ ଧରିଲେ ବଳଭଦ୍ର ମାଝୀ।

Continue Readingକଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ 

ଆଜିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା ଆରମ୍ଭ 

୨୦୨୪ ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତ ଚଳାଇଛି ବିଜେଡି। ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରତିଦିନ ନୂଆ ନୂଆ ଯୋଜନା ଓ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଲାଗି ପଡ଼ିଛନ୍ତି ବଡ଼ ବଡ଼ ନେତାଙ୍କଠୁ ଆରମ୍ଭକରି କର୍ମୀ।

Continue Readingଆଜିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା ଆରମ୍ଭ 

ନିମାପଡ଼ାରେ ଟିକେଟ୍ ଦୌଡ଼ରେ ପ୍ରଦୀପ୍ତ 

ପୁରୀ ଜିଲ୍ଲାର ନିମାପଡା 106 ନମ୍ବର ବିଧାନସଭା କ୍ଷେତ୍ର ହେଉଛି ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ | ଅତୀତରେ ଏହି ନିର୍ବାଚନ ମଣ୍ଡଳୀରୁ ଅନେକ ସୁଯୋଗ୍ୟ ବ୍ୟକ୍ତି ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ | ବର୍ତ୍ତମାନ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ |

Continue Readingନିମାପଡ଼ାରେ ଟିକେଟ୍ ଦୌଡ଼ରେ ପ୍ରଦୀପ୍ତ