ସଞ୍ଜୁ ବାବା ଅସୁସ୍ଥ!

ମୁମ୍ବାଇ, ଅଭିନେତା ସଞ୍ଜୟ ଦତ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଯଦି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସେ, ତେବେ ତାଙ୍କୁ ଗତକାଲି ହସ୍ପିଟାଲରୁ ଡିସ ଚାର୍ଜ କରାଯିବା ନେଇ ସୂଚନା ମିଳିଛି। ସଞ୍ଜୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ନେଇ ତାଙ୍କ ପ୍ରଶଂସକ ଙ୍କ ମହଲରେ ଦୁଃଖର ଛାୟା ଖେଳିଯାଇଛି।

Leave A Reply

Your email address will not be published.