କସୌଟି ଜିନ୍ଦଗୀର ଚର୍ଚ୍ଚିତ ନାୟିକା ଏରିକା ଏବେ ନିଜର ମ୍ୟୁଜିକ୍ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଭିଡିଓରେ ହର୍ଷଦ ଚୋପ୍ରା ତାଙ୍କ ବିପରୀତରେ ନଜର ଆସିବେ । ଏହାକୁ ନେଇ ସମସ୍ତ ଫ୍ୟାନ ମାନେ ଉତ୍ସାହିତ ଅଛନ୍ତି । ଏରିକା ନିଜ ଫ୍ୟାନ ମାନଙ୍କୁ ନିରାଶ ମଧ୍ୟ କରୁନାହାନ୍ତି । ସେ ନିଜ ଫ୍ୟାନମାନଙ୍କ ପାଇଁ ସୁଟିଂ ସେଟ୍ରୁ ଫଟୋ ଶେୟାର କରୁଛନ୍ତି । ଏହ ମ୍ୟୁଜିକ୍ ଭିଡିଓର ସୁଟିଂ ଗୋଆରେ ହୋଉଛି । ଏରିକା ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ବହୁ ସାରା ଫଟୋ ସେୟାର କରୁଛନ୍ତି ଯେଉଁଥିରେ ସେ ହର୍ଷଦଙ୍କ ସହ ନଜର ଆସୁଛନ୍ତି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ