ଧନୁରାସନ ସ୍ୱାସ୍ଥ୍ୟ By ANS ODIA Last updated Nov 6, 2020 0 ପେଟ ତାଳକୁକରି ଶୋଇ ଲମ୍ବା ଶ୍ୱାସନେଇ ଆଗପଟୁ ଛାତି ଉପରକୁ ଉଠାନ୍ତୁ, ପଛପଟୁ ଗୋଡକୁ ଉପରକୁ ଉଠାଇ ଦୁଇ ହାତରେ ଗୋଡ଼ର ଗୋଇଠିକୁ ଧରନ୍ତୁ। ଏହିପରି ୫ଥର ଅଭ୍ୟାସ କରନ୍ତୁ । ଏହି ଯୋଗର ଉପକାରିତାପେଟର ଚର୍ବି କମେ,ବେକ ଦରଜ,ଅଣ୍ଟା ଦରଜ,ଡାଇବେଟିସ କମେ। 0 Share