You are currently viewing ଆର୍ଯ୍ୟ ସମାଜ ନେତା ସ୍ବାମୀ ଅଗ୍ନିବେଶଙ୍କ ନିଧନ

ଆର୍ଯ୍ୟ ସମାଜ ନେତା ସ୍ବାମୀ ଅଗ୍ନିବେଶଙ୍କ ନିଧନ

ନୂଆଦିଲ୍ଲୀ, ଆର୍ଯ୍ୟ ସମାଜ ନେତା ସ୍ବାମୀ ଅଗ୍ନିବେଶଙ୍କ ମୃତ୍ୟୁ ଘଟିଛି। ସେ ଯକୃତ ସିରୋସିସ୍ ରୋଗରେ ପୀଡିତ ଥିଲେ ବୋଲି ସୂଚନା ମିଳିଛି। ପ୍ରଥମେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା, ପରେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।