ଦିଲ୍ଲୀ, ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିଳମ୍ବିତ ରାତିରେ ହିଁ ଶାହାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ତଦାରଖ କରୁଛି । କିଛି ଦିନ ପୂର୍ବେ ଅମିତ ଶାହା କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ଏମ୍ସରେ ଭର୍ତ୍ତିହେଲେ ଗୃହମନ୍ତ୍ରୀ
- Post published:August 18, 2020
- Post category:ତାଜା ଖବର / ଦେଶ-ବିଦେଶ / ରାଜନୀତି
- Reading time:1 mins read