ଭାରତର ଡିଜିଟାଲ ଅର୍ଥନୀତିକୁ ତ୍ୱରାନିତ କରିବା ପାଇଁ ୭୫ ହଜାର କୋଟି ଟଙ୍କାର ନିବେଶ କରିବ ଗୁଗୁଲ । ଦେଶରେ ଆୟୋଜିତ ୬ଷ୍ଠ ଗୁଗୁଲ ଫର୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଟଙ୍କା ନିବେଶ କରିବାକୁ କହିଛନ୍ତି ଗୁଗୁଲର ସିଇଓ ସୁନ୍ଦର ପିଚାଇ । ସେ କହିଛନ୍ତି ଯେ, ଡିଜିଟାଲ ଅର୍ଥବ୍ୟବସ୍ଥାକୁ ତ୍ୱରାନିତ କରିବା ପାଇଁ ଭାରତରେ ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ୭୫ ହଜାର କୋଟି ଟଙ୍କାର ନିବେଶ କରାଯିବ । ଇକୋସିଷ୍ଟ ନିବେଶରେ ଏହି ବିନିଯୋଗରେ ଇକ୍ୱିଟି ନିବେଶ, ସହଭାଗୀତା ଓ କାର୍ଯ୍ୟକ୍ଷମ ଭିତ୍ତିଭୂମିର ମେଳ ହେବ । ତେବେ ଜିଏସ୍ଟି ଓ ଭାରତର ଡିଜିଟାଲ ଭିତ୍ତିଭୂମିରେ ଗୁଗୁଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ