ମିରଟରେ ଥିବା ଏକ ଘରୋଇ ଡାକ୍ତରଖାନାର ଲାଇସେନ୍ସକୁ ରଦ୍ଦ କରି ଦିଆଯାଇଛି । ଡାକ୍ତରଖାନାରେ ରୋଗୀଙ୍କୁ କୋଭିଡ-୧୯ର ନେଗେଟିଭ ରିପୋର୍ଟ ଦିଆଯାଉଥିବା ନେଇ ଏକ ଭିଡିଓ ଭାଇରାଲ ହେବା ପରେ ଡାକ୍ତରଖାନା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡାକ୍ତରଖାନାରକୁ ସିଲ୍ କରାଯିବା ସହ ଡାକ୍ତରଖାନାର ଲାଇସେନ୍ସକୁ ରଦ୍ଦ କରାଯାଇଛି । ଭାଇରାଲ ହୋଇଥିବା ଭିଡିଓରେ ଡାକ୍ତରଖାନାର ଜଣେ କର୍ମଚାରୀ ଟଙ୍କା ନେଇ କୋଭିଡ-୧୯ର ନେଗେଟିଭ ରିପୋର୍ଟ ଦେଉଥିବା ଦେଖାଯାଇଥିଲା ।
ANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶବଢ଼ୁଛି କରୋନା ସଂକ୍ରମଣ