ଦିଲ୍ଲୀ ଏନସିଆରର ଅନେକ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହୋଇଥିଲା । ଫଳରେ ସେଠାରେ ବିପଦଜନକ ପରିସ୍ଥିତି ଉପୁଜିଥିଲା। ପ୍ରଥମଥର ପାଇଁ ଦିଲ୍ଲୀରେ ଏଭଳି ବର୍ଷା ହୋଇ ସବୁ ନଷ୍ଟ ହୋଇଯିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇ ରାଲ ହେବାରେ ଲାଗିଛି। ଦିଲ୍ଲୀ ଓ ଏନସିଆର ଅନେକ ଅଞ୍ଚଳରେ ପାଣି ଭରି ରହିଛି । ପ୍ରବଳ ବର୍ଷା ହେତୁ ଆଇଟିଓ ନିକଟସ୍ଥ ଆନ୍ନା ନଗରରେ ଗୋଟିଏ ଘର ସମ୍ପୂଣ୍ଣ ରୂପେ ଭୁଶୁଡି ପଡିଛି । ପ୍ରବଳ ବର୍ଷା କାରଣରୁ ଏଭଳି ହୋଇଛି। ଏହି ସମୟର ଦୃଶ୍ୟକୁ ମୁକେଶ ସିଂ ସେଙ୍ଗର୍ ତାଙ୍କ ଟୁଇଟରେ ସେୟାର କରିଛନ୍ତି।
ଶୁକ୍ରବାର ପରିବର୍ତ୍ତେ ଗୁରୁବାର ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଇଁ ଛୁଟି ଘୋଷଣାଏସୀୟ କ୍ରୀଡା: ଭାରତକୁ ଆଉ ଏକ ବ୍ରୋଞ୍ଜଆଜି ୪ଟା ଯାଏଁ ଗୃହ ମୁଲତବିକାନାଡ଼ା ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି, ଭାରତ ସହ ସମ୍ପର୍କ ଗୁରୁତ୍ଵପୂର୍ଣ୍ଣଘଡ଼ଘଡ଼ି ସହ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂଆଜିଠୁ ପୁଣି ଯାଞ୍ଚ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତାମୁଖ୍ୟମନ୍ତ୍ରୀଙ୍କ ବିବୃତି: ହେଲିକପ୍ଟର ବାବଦକୁ ସରକାର ଖର୍ଚ୍ଚ କରିଛନ୍ତି ୪୦ କୋଟିଅବପାତର ରୂପ ନେବ ଲଘୁଚାପ, ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷାଏସୀୟ କ୍ରୀଡ଼ାରେ ବନ୍ଧୁକ ଚାଳନା ପ୍ରତିଯୋଗିତା; ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ବୋମାମାଡ: ୩ ଗୁରୁତର