ବଲିଉଡ୍ ବାଦ୍ଶା କରୋନା ଆକ୍ରାନ୍ତ Breaking Newsଦେଶ-ବିଦେଶମନୋରଞ୍ଜନ By ANS ODIA Last updated Jul 11, 2020 0 ବଲିଉଡ୍ ବାଦଶା ଅମିତା ବଚନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏ କଥା ସେ ନିଜେ ଟୁଇଟ କରି ଜଣେଇଛନ୍ତିି। ଆଉ କହିଛନ୍ତି ଯେ, ପରିବାରର ଅନ୍ୟ ସଦସ୍ୟଙ୍କ ଟେଷ୍ଟ ଚାଲିଛି। ମୁଁ ଏବେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି ହୋଇଛି। 0 Share