ରାଜସ୍ଥାନ ରାଜନୀତିରେ ସଙ୍କଟ !

ରାଜସ୍ଥାନ କଂଗ୍ରେସ ସରକାରରେ ସଙ୍କଟ ଦେଖା ଦେଇଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖା ଦେଇଥିବା ଚର୍ଚ୍ଚା ହେଉଛି।

୩0 ଜଣ ବିଧ୍ୟାୟକଙ୍କୁ ନେଇ ସଚିନ ଦିଲ୍ଲୀରେ ପହଞ୍ଚିଥିବା ସୂଚନା ମିଳିଛି। ସଚିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ କଂଗ୍ରେସରୁ ଇସ୍ତଫା ଦେଉଥିବା ପ୍ରାପ୍ତ ସୂଚନାରୁ ଜଣାଯାଇଛି।

Leave A Reply

Your email address will not be published.