ନୂଆଦିଲ୍ଲୀ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୦ ଡେବ୍ୟୁ ପାଇଁ ଆଉ କିଛି ଦିନ ବାକି ଅଛି । ବହୁ ପ୍ରତୀକ୍ଷିତ ଟି୨୦ ଟୁର୍ନାମେଣ୍ଟ ୧୯ ସେପ୍ଟେମ୍ବରରେ ଆବୁଧାବିରେ ଆରମ୍ଭ ହେବାକୁ ଯାଉଛି । ଉଦ୍ଘାଟନୀ ମ୍ୟାଚ୍ଟି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ଙ୍କ ମଧ୍ୟରେ ଖେଳାଯିବ । ଭାରତୀୟ କ୍ରିକେଟ୍ ବୋର୍ଡ ସଚିବ ଜୟ ଶାହ ବୁଧବାର ଦିନ ନିଜ ଟ୍ୱିଟର ଆକାଉଣ୍ଟ ରେ ଲାଇଟ୍ଭରା ଷ୍ଟାଡିୟମ୍ ର ଫଟୋ ସେୟାର କରିଛନ୍ତି । ଆଇପିଏଲ୍ ରେ ସମୁଦାୟ ୫୬ଟି ମ୍ୟାଚ୍ ଖେଳାଯିବ । ଦୁବାଇ ଇଣ୍ଟରନାସନାଲ କ୍ରିକେଟ୍ ଷ୍ଟାଡିୟମ୍ ରେ ୨୪ଟି ମ୍ୟାଚ୍ ଏବଂ ଆବୁଧାବି ର ଶେଖ୍ ଜାୟାଦ୍ ଷ୍ଟାଡିୟମରେ ୨୦ଟି ଲିଗ୍ ଖେଳାଯିବ ଏବଂ ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ ୧୨ଟି ଲିଗ୍ ଖେଳାଯିବ ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ