You are currently viewing ଅଲିଭ ତେଲର ଉପକାରିତା ସମ୍ପର୍କରେ ଜାଣନ୍ତୁ…

ଅଲିଭ ତେଲର ଉପକାରିତା ସମ୍ପର୍କରେ ଜାଣନ୍ତୁ…

ସାଧାରଣତଃ ଅଲିଭ ତେଲ ଅନ୍ୟ ତେଲ ଅପେକ୍ଷା ଟିକେ ଦାମ୍ ହୋଇଥାଏ। ଶରୀର ପାଇଁ ସୁସ୍ଥ ତେଲ ଭାବେ ଅଲିଭ୍ ଅଏଲ ଗଣାଯାଏ । ଆଜିକାଲି ପ୍ରାୟ ଅନେକ ଅଲିଭ୍ ଅଏଲ ବ୍ୟବହାର କରିବା ପାଇଁ ପସନ୍ଦ କରୁଛନ୍ତି । କାରଣ ଅଲିଭ୍ ଅଏଲରୁ ଅନେକ କିଛି ଲାଭ ମିଳିଥାଏ । ଜାଣନ୍ତୁ ଅଲିଭ୍ ତେଲ ବିଷୟରେ..


ତେଲିଆ ଚର୍ମ ଥିବା ଲୋକଙ୍କ ପାଇଁ ଏହାର ବ୍ୟବହାର ଭଲ ବୋଲି ବିବେଚନା ହୋଇଥାଏ। ଏହି ତେଲ ଉଭୟ ଶରୀର ଓ ଚୁୁଟି ପାଇଁ ଲାଭ ଦାୟକ। ଗାଧୋଇବା ପୂର୍ବରୁ ଅଲିଭ୍ ତେଲକୁ ଅଳ୍ପ ଉଷୁମ କରି ଚୁୁୁୁଟି କିିମ୍ବା ଶରୀରରେ ମାଲିଶ୍ କରନ୍ତୁ। କିଛି ସମୟ ବ୍ୟବଧାନରେ ଥଣ୍ଡା ପାଣିରେ ଗାଧୋଇ ପକାନ୍ତୁ।

ଦେଖିବେ ଆପଣଙ୍କ ଚୁଟି ଝାଡ଼ିବା କମିବା ସହ, ଶରୀରରେ ଏକ ପ୍ରକାର ଚମକ ମଧ୍ୟ ଆସିବା। ତାଛଡା ଅନେକ ଅଲିଭ ତେଲ ରେ ଆଉ କିଛି ଉପାଦାନ ମିଶାଇ ନିଜ ଚେହେରାରେ ମଧ୍ୟ ବ୍ୟବହାର କରିଥାନ୍ତି। କାରଣ ଚେହେରା ପାଇଁ ଏହି ତେଲଟି ବେଶ୍ ଉପକାରୀ ମଧ୍ୟ। କେହି କେହି ରୋଷେଇ ରେ ଏହି ତେଲକୁ ବ୍ୟବହାର କରିଥାନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।