You are currently viewing ହଜିଗଲେଣି ସାଧବ ବୋହୂ

ହଜିଗଲେଣି ସାଧବ ବୋହୂ

ଆଉ ଦିଶୁନାହାଁନ୍ତି ଲାଲ ଟୁକୁଟୁକୁ ସାଧବ ବୋହୂ । ବର୍ଷା ଦିନ ଆସିଲେ କଅଁଳ ଘାସ ଉପରେ ଏହି ଲାଲ ପୋକ ଗୁଡ଼ିକ ଚାଲିଥିବା ସମୟରେ ପ୍ରକୃତି ଓ ପରିବେଶ ହସି ଉଠୁଥାଏ । ପ୍ରାକୃତିକ ପରିବେଶ ମଧ୍ୟରେ ଏହି ସାଧବ ବୋହୂ ପୋକ ଗୁଡ଼ିକ ଦର୍ଶକମାନଙ୍କ ମନରେ ସୃଷ୍ଟି କରନ୍ତି ଏକ ଅହେତୁକ ପୁଲକ ।

କିନ୍ତୁ ଆଜିର ଏହି ଦୁନିଆରେ ଏହି ପୋକ ଗୁଡ଼ିକ ବିଲୁପ୍ତ ପ୍ରାୟ । କାଁ ଭାଁ ଏମାନେ ଦେଖା ଯାଉଥିବାବେଳେ, ଆଗକୁ ଏମାନଙ୍କର ସତ୍ତା ଆଉ ଉପଲବ୍ଧ ହେବକି ନାହିଁ ତାହା ହିଁ ପ୍ରଶ୍ନବାଚୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।