ଭୁବନେଶ୍ୱର, ଦେଶ ଓ ରାଜ୍ୟରେ କରୋନା ପାଇଁ କମ ସଂଖ୍ୟକ ବିମାନ ଚଳାଚଳ ହେଉଛି । ଏହାରି ମଧ୍ୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ରନୱେର କାର୍ପେଟିଂ କାମ ଆରମ୍ଭ ହେବ । ତେଣୁ ଅକ୍ଟୋବର ୧ ରାତି ୧୧ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରହିବ । ୪ମାସ ଧରି କାର୍ପେଟିଂ କାମ ଚାଲିବ । କରୋନା ପାଇଁ ବର୍ତ୍ତମାନ ଦୈନିକ ୧୭ଟି ଫ୍ଲାଇଟ ଯାତାୟାତ କରୁଛି।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ