ଅଗଷ୍ଟ ପରିବର୍ତ୍ତେ ସେପ୍ଟେମ୍ବରରେ ବାହାରିବ ଯୁକ୍ତ ୨ କଳା ରେଜଲ୍ଟ Post published:August 25, 2020 Post category:ଓଡିଶା / ତାଜା ଖବର Reading time:1 mins read ଭୁବନେଶ୍ୱର, ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବାହାରିବ ଯୁକ୍ତ ୨ କଳା ପରୀକ୍ଷା ଫଳ। ଅଗଷ୍ଟ ଶେଷ ସପ୍ତାହରେ ପରୀକ୍ଷା ଫଳ ବାହାରିବାର ଥିଲା । କିନ୍ତୁ CHSEର ୨ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ସୂଚନାଅଧିକାର ନିୟମ ବାଟବଣା September 20, 2022 ବାତ୍ୟା ପୂର୍ବରୁ ମାଛ ମଡ଼କ; ଦୁର୍ଗନ୍ଧରେ ଫାଟିପଡୁଛି ବେଳାଭୂମି May 24, 2021 ଆଜି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ April 22, 2021 ବିଜେପିର ପୁରୀ ବଡଦାଣ୍ଡ ରେ ପଦଯାତ୍ରା October 14, 2022