You are currently viewing ଇମ୍ପେରିଆଲ ମାନ୍ସନ ଅପର୍ଟମେଂଟରେ ସ୍ଵାଧୀନତା ଦିବସ ପାଳିତ

ଇମ୍ପେରିଆଲ ମାନ୍ସନ ଅପର୍ଟମେଂଟରେ ସ୍ଵାଧୀନତା ଦିବସ ପାଳିତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, କରୋନା ମହାମାରୀ ସମୟରେ ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରିଛି। ଆଜି ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଇମ୍ପେରିଆଲ ମାନ୍ସନ ଅପର୍ଟମେଂଟ ଠାରେ ଅନ୍ତେବାସୀ ମାନଙ୍କ ତରଫରୁ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଏହି ଉସ୍ଛବରେ ସମ୍ପାଦକଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।