ଭୁବନେଶ୍ୱର, ରାଜଧାନୀରେ କଟକଣା ଭିତରେ ପାଳିତ ହେବ ଦୁର୍ଗାପୂଜା। କୌଣସି ପ୍ରକାର ତୋରଣ, ସାଜସଜ୍ଜା, ଭସାଣୀ, ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ । ଏ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ମଣ୍ଡପରେ ୧୦ରୁ ଅଧିକ ପୂଜା କମିଟି ସଦସ୍ୟ ସାମିଲ ହୋଇପାରିବେ ନାହିଁ । ଏହାସହ ପୂଜା ପାଇଁ ମଣ୍ଡପକୁ ଭକ୍ତ ଆସିପାରିବେ ନାହିଁ । ମହାମାରୀ କରୋନା ଯୋଗୁଁ ଏହିପରି ନିଷ୍ପତ୍ତି ନିଆଯାଇଛି । ପୂଜା କମିଟି ସଦସ୍ୟ ଓ କମିଶନରେଟ ପୋଲିସ ଭିତରେ ପୂଜା ନେଇ ଏକ ବୈଠକ ବସିବା ପରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଟ୍ରାକ୍ଟର, ଟ୍ରକରେ ଭସାଣି କରିବା ପରିବର୍ତ୍ତେ ଟ୍ରଲି ଓ ଅଟୋରେ ଭସାଣି କରିବାକୁ କୁହାଯାଇଛି । ମୂର୍ତ୍ତିର ଆକାର ୪ଫୁଟ ରଖିବାକୁ ପରାମର୍ଶ ଦିଆ ଯାଇଛି ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା