କଣ୍ଟେନମେଣ୍ଟ ଜୋନରେ ମାନୁନାହାନ୍ତି କଟକଣା

ନୟାଗଡ, ( ସୂର୍ଯ୍ୟ ପ୍ରସାଦ ଦାସ): ନୟାଗଡ ଜିଲ୍ଲା ୭ ଓ ୮ ନମ୍ବର ୱାର୍ଡରେ ମାନୁନାହାନ୍ତି କଟକଣା। ଏହି ଅଞ୍ଚଳ ଟି କଣ୍ଟେନମେଣ୍ଟ ଘୋଷଣା ହୋଇଥିଲେ ମଧ୍ୟ, ଏଠାକାର ଜନସାଧାରଣ ବ୍ୟାରିକେଟ ଭାଙ୍ଗି ବାହାରେ ବୁଲୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଏସବୁ ପ୍ରଶାସନ ଦେଖି ମଧ୍ୟ ଚୁପ୍ ରହିଛି। ତେବେ ପ୍ରଶାସନ ଏଭଳି ନୀରବଦ୍ରଷ୍ଟା କଣ ପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.