କରୋନା ପାଇଁ କଟକରେ ପୂଜା କଟକଣା। ଚଳିତ ବର୍ଷ କରୋନା ପାଇଁ ସବୁ ପୂଜା ଏବଂ ମହୋଶ୍ଚବ ଫିକା ପଡିଛି। ଏବେ ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ, ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି। ଏସବୁକୁ ନଜରରେ ରଖି ଏବର୍ଷ ହେବନି ଗଣେଶ ପୂଜା। ଦଶହରା ଆଶା ବି କ୍ଷୀଣ, ଦଶହରା ପାଇଁ କୌଣସି ପ୍ରସ୍ତୁତି ନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ପୂଜା କମିଟି ସହ କମିଶନରେଟ୍ ପୁଲିସର ବୈଠକରେ ନିଷ୍ପତ୍ତି ନିଆଯାଇଛି।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁଆଜି ଗିରଫ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପଜାଣନ୍ତୁ ବିଲେଇ ଘରେ ମରିବା ଶୁଭ ନା ଅଶୁଭ