ଢେଙ୍କାନାଳ, ମହାମାରୀ କୋଭିଡ ର ସଂକ୍ରମଣ କୁ ଦୃଷ୍ଟି ରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧା ଙ୍କ ସମ୍ମାନାର୍ଥେ ଢେଙ୍କାନାଳ ସଚେତନ ନାଗରିକ ଫୋରମ ର ସଦସ୍ୟ ମାନଙ୍କ ତରଫରୁ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଫୋରମ ର ସଭାପତି ପ୍ରଦ୍ୟୁମ୍ନ ରଥ, ଉପ-ସଭାପତି ପଙ୍କଜ ନାୟକ, ସମ୍ପାଦକ ଭରତ କୁମାର ଦାସ, ସହ-ସମ୍ପାଦକ ଗୁପ୍ତେଶ୍ୱର ମିଶ୍ର, ସହର ଶାଖା ସମ୍ପାଦକ ଦୟାନିଧି ବେହେରା ତଥା ଅନ୍ୟ ସଦସ୍ୟ ମହେନ୍ଦ୍ର ସାହୁ, କାମାକ୍ଷା ପ୍ରସାଦ ବେହେରା, ଅଜୟ ଶଙ୍କର ମିଶ୍ର, ରଞ୍ଜିତ ପାଣିଗ୍ରାହୀ, ବୈଦ୍ୟନାଥ ମହାପାତ୍ର, ଆଇନ ଜୀବି ଦିଲ୍ଲୀପ କୁମାର ଶତପଥୀ, ନୀଳମଣି ଦୋରା, ସନାତନ ବେହେରା, ରାଜୁ ରାଓ, ସର୍ବେନ୍ଦ୍ର ପଣ୍ଡା, ମୃତ୍ୟୁଞ୍ଜୟ ସିଂଦେଓ, ଟୁକୁନି ଦାଶ, ଜାବୀର ମହମ୍ମଦ ପ୍ରମୁଖ ଯୋଗ ଦେଇଥିଲେ ।

କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ନିରବ ପ୍ରାର୍ଥନା
- Post published:August 5, 2020
- Post category:ଓଡିଶା
- Reading time:1 mins read