You are currently viewing କୋରାଇ ପୋଲିସର ବଡ ସଫଳତା; ବିପୁଳ ପରିମାଣରେ ଗହଣା ଜବତ

କୋରାଇ ପୋଲିସର ବଡ ସଫଳତା; ବିପୁଳ ପରିମାଣରେ ଗହଣା ଜବତ

ଯାଜପୁର, (ଉମେଶ ସାହୁ); କୋରାଇ ପୋଲିସର ବଡ ସଫଳତା। ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ଲୁଟ୍ ପାତ କରି ଆତଙ୍କ ଖେଳାଉଥିଲେ। କୋରାଇ ଥାନା ଅଧିନସ୍ଥ ପୂର୍ବକୋଟ ତେଲେଙ୍ଗା ସାହିରେ ଚଢ଼ାଉ କରି ବିପୁଳ ପରିମାଣରେ ସୁନା ରୁପା ଓ ମାରଣାସ୍ତ୍ର ଜବଦ କରିଛି।

କୋରାଇ ପୋଲିସ ଏବଂ କୋରାଇ ଥାନା ଅଧିକାରୀଙ୍କୁ ଏହି ସଫଳତା ପାଇଁ କୋରାଇ ଅଂଚଳ ବାସି ଥାନା ଅଧିକାରୀଙ୍କୁ ଖୁବ ପ୍ରଶଂସା କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।