You are currently viewing ଚଳିତ ବର୍ଷ ଫେସବୁକ୍ ଲାଇଭ ରେ ଦେଖିବାକୁ ମିଳିବ ଗଣପର୍ବ ନୂଆଖାଇ

ଚଳିତ ବର୍ଷ ଫେସବୁକ୍ ଲାଇଭ ରେ ଦେଖିବାକୁ ମିଳିବ ଗଣପର୍ବ ନୂଆଖାଇ

ସମ୍ବଲପୁର, ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ । ପ୍ରତିବର୍ଷ ଜାକଜମକରେ ପଶ୍ଚିମ ଓଡ଼ିଶାବାସୀ ଏହାକୁ ପାଳିଥାଆନ୍ତି। କିନ୍ତୁ ଚଳିବର୍ଷ କରୋନା ପାଇଁ କଟକଣା ଭିତରେ ନୂଆଁଖାଇ ପାଳନ କରାଯିବ । ଭକ୍ତମାନେ ମା ସମେଲଶ୍ୱରୀଙ୍କ ମନ୍ଦିରଙ୍କୁ ନଯିବା ପାଇଁ ମନ୍ଦିରର ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । କିନ୍ତୁ ଭକ୍ତମାନେ ଫେସବୁକ ଲାଇଭରେ ମା ଙ୍କୁ ଦର୍ଶନ କରିପାରିବେ । ଏହାସହ ସମଲେଶ୍ୱରୀ ମନ୍ଦିରରରୁ ନବାନ୍ନ ମିଳିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟ ସଭାପତି।

ଅନ୍ୟମାନଙ୍କୁ ଜଣାନ୍ତୁ।