You are currently viewing ଢେଙ୍କାନାଳ ସଚେତନ ନାଗରିକ ଫୋରମ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ ସଚେତନ ନାଗରିକ ଫୋରମ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

  • Post category:ଓଡିଶା
  • Reading time:1 mins read

ଢେଙ୍କାନାଳ ସଚେତନ ନାଗରିକ ଫୋରମ ଆନୁକୂଲ୍ୟରେ ସୁର ପ୍ରତାପ ସ୍ମୃତି ପୀଠ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ ସାମନ୍ତ ଯୋଗ ଦେଇଥିଲେ ।

ଚନ୍ଦ୍ରଶେଖର ITI ର ଅଧ୍ୟକ୍ଷl ଶ୍ରୀମତୀ ସସ୍ମିତା ପରିଜା ଓ ସଦର ରେଞ୍ଜ ବନ ଖଣ୍ଡ ଙ୍କ ମିଳିତ ତତ୍ୱାବଧାନ ରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିଲା । ଫୋରମ ର ସଦସ୍ୟ ମାନେ ବୃକ୍ଷ ରୋପଣ କରିଥିଲେ

ଅନ୍ୟମାନଙ୍କୁ ଜଣାନ୍ତୁ।