ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାର କବଜାରେ ଆସି ସାଧାରଣ ଜନତାଙ୍କ ସମେତ ବହୁ କରୋନା ଯୋଦ୍ଧା ମଧ୍ୟ ସଂକ୍ରମିତ ହେଉଛନ୍ତି । ସେହିପରି କରୋନାରେ ଆକ୍ରାନ୍ତ ଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ଜଣେ ସାମ୍ବାଦିକଙ୍କର ଆଜି ମୃତ୍ୟୁ ଘଟିଛି । ମୃତକ ସାମ୍ବାଦିକଙ୍କ ନାଁ ପ୍ରିୟଦର୍ଶୀ ପଟ୍ଟନାୟକ ହୋଇଥିବା ବେଳେ ସେ ଏକ ଦୈନିକ ଖବରକାଗଜର ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ସେ ଗତକିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର କିମସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଥିଲେ ବୋଲି ଜଣାପଡିଛି ।
ଶୁକ୍ରବାର ପରିବର୍ତ୍ତେ ଗୁରୁବାର ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଇଁ ଛୁଟି ଘୋଷଣାଏସୀୟ କ୍ରୀଡା: ଭାରତକୁ ଆଉ ଏକ ବ୍ରୋଞ୍ଜଆଜି ୪ଟା ଯାଏଁ ଗୃହ ମୁଲତବିକାନାଡ଼ା ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି, ଭାରତ ସହ ସମ୍ପର୍କ ଗୁରୁତ୍ଵପୂର୍ଣ୍ଣଘଡ଼ଘଡ଼ି ସହ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂଆଜିଠୁ ପୁଣି ଯାଞ୍ଚ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତାମୁଖ୍ୟମନ୍ତ୍ରୀଙ୍କ ବିବୃତି: ହେଲିକପ୍ଟର ବାବଦକୁ ସରକାର ଖର୍ଚ୍ଚ କରିଛନ୍ତି ୪୦ କୋଟିଅବପାତର ରୂପ ନେବ ଲଘୁଚାପ, ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷାଏସୀୟ କ୍ରୀଡ଼ାରେ ବନ୍ଧୁକ ଚାଳନା ପ୍ରତିଯୋଗିତା; ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ବୋମାମାଡ: ୩ ଗୁରୁତର