ଦୁଇ ଶିକ୍ଷକଙ୍କୁ ମିଳିବ ଜାତୀୟ ସମ୍ମାନ!

ଭୁବନେଶ୍ୱର, ଓଡିଶାର ୨ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ମିଳିବ । ସେମାନେ ହେଉଛନ୍ତି ବସନ୍ତ ସାହୁ ଓ ତାପସ ମହାନ୍ତି । ବସନ୍ତ ସାହୁ ହେଉଛନ୍ତି ବୌଦ୍ଧ ହରଭଙ୍ଗାର ସରସରା ସ୍କୁଲର ଶିକ୍ଷକ । ସେହିଭଳି ତାପସ ମହାନ୍ତି ହେଉଛନ୍ତି ଭୁବନେଶ୍ୱର ଭୀମଭୋଇ ସ୍କୁଲର ଶିକ୍ଷକ ।

Leave A Reply

Your email address will not be published.