ପରଲୋକରେ ବିଜୟ

ଓଲିଉଡ଼ ତାରକା ବିଜୟ ମହାନ୍ତି ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି। ସେ ତାଙ୍କ ଜୀବନ କାଳରେ ଅନେକ ଫିଲ୍ମ୍ ଦର୍ଶକମାନଙ୍କୁ ଭେଟି ଦେଇଛନ୍ତି। ସେ ବାପା, ଭାଇ ଓ ହିରୋ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ବେଶ୍ ଆପଣାର ହୋଇଥିଲେ। ତାଙ୍କ ବିୟୋଗ ଏବେ ପୁରା ଫିଲ୍ମ୍ ଜଗତକୁ ବିଚଳିତ କରିବା ସହ ତାଙ୍କ ପ୍ରସଂଶକ ଙ୍କୁ ମର୍ମାହତ ମଧ୍ୟ କରିଛି।

Leave A Reply

Your email address will not be published.