ଭୁବନେଶ୍ୱର, ମହାମାରୀ କରୋନା ପାଇଁ ସବୁ ପରୀକ୍ଷା ବାତିଲ କରାଯାଇଛି । ଏହାରି ମଧ୍ୟରେ ୟୁଜି ଓ ପିଜିର ଶେଷ ସେମିଷ୍ଟରକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶେଷ ସେମିଷ୍ଟର ପରୀକ୍ଷା ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ସବୁ ରାଜ୍ୟକୁ ଏହା ଉପରେ ଲିଖିତ ଭାବେ ଦେବାକୁ ସୁପ୍ରିମକୋର୍ଟ ୩ ଦିନ ସମୟ ଦେଇଥିଲେ । ତେଣୁ ରାଜ୍ୟ ସରକାର ଲିଖିତ ଭାବେ ଜଣାଇଛନ୍ତି । ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରିବା ନେଇ ରାଜ୍ୟ ସରକାର ପକ୍ଷ ରଖିଛନ୍ତିି । କିଛି ଦିନ ଭିତରେ ଏହି ଆବେଦନ ଉପରେ ରାୟ ଆସିଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ପାଳନ କରିବ। ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟରେ ୟୁଜି ଓ ପିଜି ଶେଷ ସେମିଷ୍ଟର ବାତିଲ ନେଇ ଆବେଦନ ହୋଇଥିଲା ।
ମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା’ ଗୌରୀଙ୍କ ପୂଜାANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶ