ପୁଣିଥରେ ଦୁଇଦିନ ପାଇଁ ବନ୍ଦ ରହିବ ଭିସୁଟ୍ Post published:September 26, 2020 Post category:ଓଡିଶା / ତାଜା ଖବର Reading time:1 mins read ସମ୍ବଲପୁର, ସମ୍ବଲପୁର ସ୍ଥିତ ବୁର୍ଲା ଭିସୁଟ୍ କୁ ପୁଣିଥରେ ଦୁଇ ଦିନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବୁର୍ଲା ଭିସୁଟ୍ ଆସନ୍ତା ସୋମବାର ଓ ମଙ୍ଗଳବାର ବନ୍ଦ ରହିବ । ସେଠାର କରୋନା ପଜିଟିଭ ଚିହ୍ନଟ ହେବା ପରେ ଭିସୁଟ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଛନ୍ତି। ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ସରିଲା ଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ କାର୍ଯ୍ୟ April 27, 2023 ଦଶହରାକୁ ଭିଜାଇବ ବର୍ଷା September 30, 2022 ଛୁଆଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ July 17, 2021 ଆଜି ରାଜ୍ୟରୁ ୩,୪୫୬ କରୋନା ପଜିଟିଭ ଚିହ୍ନଟ June 23, 2021