ପୁରୀ, ପୁରୀ ଶ୍ରୀମନ୍ଦିର ମହାପ୍ରସାଦ ବରାଦ ଭୋଗ ଉପରେ ଲାଗିଛି ଏହି କଟକଣା । ଅତି ଆବଶ୍ୟକ ହେଲେ ମହାପ୍ରସାଦ ଶ୍ରଦ୍ଧାଳୁଙ୍କୁ ଦିଆଯିବ । କିନ୍ତୁ ଜିଲ୍ଲା ବାହାରର ଲୋକଙ୍କୁ ମହାପ୍ରସାଦ ଦେବା ମନା ହୋଇଛି । ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ ସୂଚନା ଦେଇଛନ୍ତି ।

ପୁରୀ ବରାଦ ଭୋଗ ଉପରେ କଟକଣା!
- Post published:September 6, 2020
- Post category:ଓଡିଶା
- Reading time:1 mins read