ପୂର୍ବତନ ବିଧାୟକ ଅନୁପ ସାଏ କରୋନା ଆକ୍ରାନ୍ତ

ବ୍ରଜରାଜନଗର, ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା । ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ର ରାୟଗଡ଼ ଜେଲର । ଛାତିରେ ଯନ୍ତ୍ରଣା ଯୋଗୁଁ ରାୟଗଡ଼ ଜିନ୍ଦଲ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଯୋଗ୍ୟଯେ, ଫେବୃଆରୀ ମାସରେ ଅନୁପଙ୍କୁ ଗିରଫ କରିଥିଲା ପୋଲିସ । ମା ଓ ଝିଅଙ୍କ ଡ଼ବଲ ମଡର ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲରେ ଅଛନ୍ତି ।

Leave A Reply

Your email address will not be published.