ଭୁବନେଶ୍ୱର, ଆଜି ପ୍ରକାଶ ପାଇଛି +୨ କଳା ପରୀକ୍ଷା ରେଜଲ୍ଟ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ଯୁକ୍ତ ୨ କଳାରେ ପାସ୍ ହାର ୬୭.୫୬ ପ୍ରତିଶତ ରହିଛି । ତେବେ ଚଳିତ ବର୍ଷ ୨ ଲକ୍ଷ ୧୯ ହଜାର ୭୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୧ ଲକ୍ଷ ୪୮ ହଜାର ୪୫୨ ଛାତ୍ରଛାତ୍ରୀ । ଯୁକ୍ତ ୨ କଳାର ସଫଳତା ହାରରେ ପୁଅଙ୍କୁ ଟପିଛନ୍ତି ଝିଅ ।

ପ୍ରକାଶ ପାଇଲା +୨ କଳା ଫଳ
- Post published:September 5, 2020
- Post category:ଓଡିଶା
- Reading time:1 mins read