ପ୍ରଶାସନିକ ସେବାରେ ସଫଳତା ପାଇଛନ୍ତି ସର୍ବ କନିଷ୍ଠ ଓଡ଼ିଆ ଝିଅ ସିମୀ

ଭାରତୀୟ ପ୍ରଶାସନିକ ସେବାରେ ସର୍ବ କନିଷ୍ଠ ମହିଳା ଭାବେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ଝିଅ ସିମୀ କରଣ । ସେ ବିଟେକ ପାସ କଲା ପରେ ଏହି ପରୀକ୍ଷା ଦେଇଥିଲେ ଓ ପ୍ରଥମ ଥରରେ ହିଁ ସଫଳତା ପାଇଛନ୍ତି। ବର୍ତ୍ତମାନ ସିମୀଙ୍କ ବୟସ ୨୨ ବର୍ଷ। ତାଙ୍କ ଘର ବାଲେଶ୍ବର ଜିଲ୍ଲାରେ। ଏତେ କମ୍ ବୟସରେ ସଫଳତା ସାଉଁଟି ଥିବାରୁ ସେ ନିଜେ ବହୁତ୍ ଖୁସୀ ହେବ ସହ, ପୁରା ପରିବାର ମଧ୍ୟ ଖୁସୀ ଅଛନ୍ତି।

Leave A Reply

Your email address will not be published.